Browsing Tag

Sarfaraz Ahmed

ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଓ ଜୋତା ବୋହିଲେ ସର୍ଫରାଜ, ପ୍ରଶଂସକ ହେଲେ ନିରାଶ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଚୂଡାନ୍ତ ଏକାଦାଶ ବାହାରେ ଦ୍ୱାଦଶ ଖେଳାଳି ଭାବେ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ମ୍ୟାଚ ଅବସରରେ ବିଶେଷ କରି ବିରତି ବେଳେ ସେ ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଏବଂ ଜୋତା…

ସୀମା ପାର୍ କଲେ ପାକିସ୍ତାନୀ ଫ୍ୟାନ୍, ପରିବାର ସହିତ ଯାଉଥିବା ସରଫରାଜଙ୍କୁ କହିଲେ ଅପଶବ୍ଦ

ୱାଲ୍ଡ କପ୍ ରେ ଭାରତଠାରୁ ପରାଜୟ କରିବା ପରେ ପାକିସ୍ତାନ କ୍ରିକେଟ ଟିମ୍ ଙ୍କୁ ସେମାନଙ୍କ ଫ୍ୟାନ୍ସମାନଙ୍କ ରୋଷର ଶିକାର ହେବାକୁ ପଡୁଛି । ଏହା ସହିତ ଅଧିକନାୟକ ସରଫରାଜ୍ ଅହମ୍ମଦଙ୍କୁ ମଧ୍ୟ ବହୁତ ସମାଲୋଚନା କରାଯାଉଛି। ଏହା କହିବାର ଅର୍ଥ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ…