ବିବାହ ବନ୍ଧନରେ ବାନ୍ଧି ହେଲେ ହରମନ୍ ବାୱେଜା, ଦେଖନ୍ତୁ ବାହାଘର ବେଳର କିଛି ଦୃଶ୍ୟ
ବିବାହ ବନ୍ଧନରେ ବାନ୍ଧି ହେଲେ ହରମନ୍ ବାୱେଜା। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ସାଶା ରାମଚନ୍ଦାନୀଙ୍କୁ ବିବାହ କଲେ ହରମନ୍। ଆଜି ଗୁରୁଦ୍ୱାରାରେ ବିବାହ କରିଛନ୍ତି ହରମନ୍। ବିବାହ ବେଳର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି।
ଦେଖନ୍ତୁ ବିବାହ ବେଳର କେତେକ ଫଟୋ:
…