Browsing Tag

satakosia

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର

ଅନୁଗୋଳ : ୧୧ ଦିନରେ ୩ଥର ଉଡ଼ାଣ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପୁଣି ଚିଠି ଲେଖିଲା ବନ ବିଭାଗ ସାତକୋଶିଆ ଗଣ୍ଡର ନିଷିଦ୍ଧାଞ୍ଚଳ ଉପରେ ହେଲିକପ୍ଟର ଉଡାଣ ପ୍ରହେଳିକା ମଧ୍ୟରେ ରହିଥ‌ିବା ବେଳେ ପୁନର୍ବାର ଏହି ନିଷିଦ୍ଧାଞ୍ଚଳ ଦେଇ ଆଉ ଏକ ହେଲିକପ୍ଟର ଉଡାଣ କରିଛି । ତେବେ କିଏ ଓ କାହାଠାରୁ…

ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ, ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମନା

ଅନୁଗୁଳ : ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ । ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ କରାଯାଇଛି। କୁମ୍ଭୀର ଗଣନାରେ ୧୪ଟି ଟିମ୍ ର ମୋଟ ୭୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମହାନଦୀରେ ବୋଟିଂ…

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ,ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ।  ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି ।…

ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ଟି ବାଘ

ସାତକୋଶିଆ : ସାତକୋଶିଆକୁ ଆସିବେ ବାଘ । ପୁଣି ଆରମ୍ଭ ହେବ ଟ୍ରାନସ ଲୋକେସନ ପ୍ରକଳ୍ପ । ଏଥର ମହାରାଷ୍ଟ୍ର ତଡ଼ୋବା ଜଙ୍ଗଲରୁ ଆସିବ ବାଘ । ଟ୍ରାନସ ଲୋକେସନ ପାଇଁ  ମିଳିଛି  NTCAର ଗ୍ରୀନ ସିଗନାଲ ।  ୫ ବର୍ଷରେ ପର୍ଯ୍ୟାୟକ୍ରମେ ଆସିବେ ୧୪ଟି ବାଘ । ମହାରାଷ୍ଟ୍ରର ତଡ଼ବା ଜଙ୍ଗଲର ବାଘଙ୍କ ସହ…

ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ : ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ଅନୁଗୁଳ ଜିଲ୍ଲାର ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଚାଲିଛି ଏହି ଗଣନା କାର୍ଯ୍ୟ। ୧୪ଟି ଟିମ ଡଙ୍ଗାରେ ବିଭିନ୍ନ ଜାଗାକୁ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି। ଗଣନା କାର୍ଯ୍ୟ ପାଇଁ ଚଳିତ ମାସ ୫…

ସଙ୍କଟରେ ଗଜରାଜ: ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ

ଅନୁଗୁଳ (କେନ୍ୟୁଜ): ସଙ୍କଟରେ ଗଜରାଜ । ପୁଣି ସାତକୋଶିଆରେ ଦୁଇ ହାତୀଙ୍କ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ନିକଟରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ । ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

ରାମସାର ଲିଷ୍ଟରେ ଭାରତର ଆଉ ୧୦ଟି ଆର୍ଦ୍ରଭୂମି, ସାମିଲି ଅଛି ଓଡ଼ିଶାର ସାତକୋଶିଆ ଗଣ୍ଡ

କେନ୍ୟୁଜ୍(ବ୍ୟୁରୋ): ରାମସାର ଲିଷ୍ଟରେ ଭାରତର ଆଉ ୧୦ଟି ଆର୍ଦ୍ରଭୂମି । ଏଥିରେ ଅଛି ଓଡ଼ିଶାର ସାତକୋଶିଆ ଗଣ୍ଡ । ୧୦ଟି ନୂଆ ଆର୍ଦ୍ରଭୂମି ଭିତରେ ତାମିଲନାଡୁର ସର୍ବାଧିକ ୬ଟି ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଗୋଆର ଗୋଟିଏ ଲେଖାଏଁ ରହିଛି । ଏହାକୁ ମିଶାଇ ଦେଶରେ ଆର୍ଦ୍ରଭୂମି ସଂଖ୍ୟା…

କମିବ କ’ଣ ବଢି ଚାଲିଛି ମୃତ୍ୟୁ ସଂଖ୍ଯା, ସାତକୋଶିଆ କୁଶଖଲି ଜଙ୍ଗଲରେ ପୁଣି ଆଖିବୁଜିଲା ଚିକିତ୍ସାଧୀନ ହାତୀ

ଅନୁଗୁଳ(କେନ୍ୟୁଜ): ସାତକୋଶିଆରେ ପୁଣି ଏକ ହାତୀର ମୃତ୍ୟୁ। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ କୁଶଖଲି ଜଙ୍ଗଲରେ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହାତୀର ବୟସ ଆନୁମାନିକ ୫ ବର୍ଷ ହେବ। ଅସୁସ୍ଥ ହାତୀଟିର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର…

ଘରକୁ ଫେରିବ ସୁନ୍ଦରୀ, ପାଛୋଟି ନେବେ ମଧ୍ୟପ୍ରଦେଶର ୬ଜଣିଆ ସ୍ୱତନ୍ତ୍ର ଟିମ୍‌

ସୁନ୍ଦରୀର ଘର ବାହୁଡ଼ା । ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମଧ୍ୟପ୍ରଦେଶ କାହ୍ନାରୁ ଏକ ୬ ଜଣିଆ ସ୍ୱତନ୍ତ୍ର ଟିମ୍‌ ଆଜି ଅନୁଗୁଳରେ ପହଞ୍ଚିବେ । ଟିମ୍‌ ସଦସ୍ୟମାନେ ପ୍ରଥମେ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ। ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର…

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌ରେ ଅଗ୍ନିକାଣ୍ଡ, ୩ଟି ଟେଣ୍ଟରେ ଲାଗିଛି ନିଆଁ

କଟକ(କେନ୍ୟୁଜ୍):  ହୂତ୍ ହୂତ୍ ହୋଇ ଜଳିଲା ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌। ହଠାତ ଆଜି ସକଳ ୫ ଟାରୁ ଇକୋ ରିଟ୍ରିଟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ କର୍ମଚାରୀ ନିଆଁକୁ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।…

ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ପାଇଁ ପୁଣି ଅଣ୍ଟା ଭିଡ଼ିଛି ବନବିଭାଗ, ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି ୬ଟି…

ଅନୁଗୁଳ: ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ ପୁନର୍ବିନ୍ୟାସ ନେଇ ପୁଣି ଥରେ ଅଣ୍ଟା ଭିଡ଼ିଛି ସାତକୋଶିଆ ବନବିଭାଗ । ଏଥିପାଇଁ ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ଟି ଘଡ଼ିଆଳକୁ ଆଣି ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି । ନନ୍ଦନକାନନରୁ ଏମାନଙ୍କୁ ଅଣାଯିବା ବେଳେ ସେମାନଙ୍କ…

ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ(କେନ୍ୟୁଜ୍): ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଅନ୍ତୁଳିଆ ଅଞ୍ଚଳ ଦଳବେହେରା ସାହିର ଚିତ୍ତରଞ୍ଜନ ଦଳ ବେହେରା । ଆଜି ସକାଳେ ଜଙ୍ଗଲ ନିକଟସ୍ଥ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ବାଘ…