Browsing Tag

Satish Kaushik

ମୃତ୍ୟୁପୂର୍ବରୁ ସତୀଶଙ୍କ ଶେଷ ଶବ୍ଦ: ମୋତେ ବଞ୍ଚାଇ ଦିଅ, ମୁଁ ମରିବାକୁ ଚାହୁଁନି

ଅଭିନେତା, କମେଡିଆନ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ସତୀଶଙ୍କ ପରିବାର ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମୃତ୍ୟୁ ବେଳେ ସତୀଶଙ୍କ ସହିତ ତାଙ୍କ ମ୍ୟାନେଜର ସନ୍ତୋଷ ରାୟ ରହିଥିଲେ । ସତୀଶଙ୍କ ଶେଷ ମୁହୁର୍ତ୍ତ…

‘ମୋ ସ୍ୱାମୀ ୧୫ କୋଟି ଟଙ୍କା ପାଇଁ ସତିଶ କୌଶିକଙ୍କୁ ମାରିଛନ୍ତି’, ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ମହିଳା

ନୂଆଦିଲ୍ଲୀ : ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତିଶ କୌଶିକଙ୍କ ମୃତ୍ୟୁରେ ଏକ ନୂଆ ମୋଡ ଆସିଛି । ସତିଶଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥାଇ ପାରନ୍ତି ବୋଲି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯୟୀ, ତାଙ୍କ ସ୍ୱାମୀ ସତିଶ କୌଶିକଙ୍କ…

ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼, ଫାର୍ମ ହାଉସରୁ ପୋଲିସକୁ ମିଳିଲା ଆପତ୍ତିଜନକ ଔଷଧ

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ । ୬୬ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଦିଲ୍ଲୀ ପୋଲିସକୁ ଏହି ମାମଲାରେ ଆଶ୍ଚର୍ଯ୍ୟକର ତଥ୍ୟ ମିଳିଛି ।…

ବାହା ନ ହୋଇ ଗର୍ଭବତୀ ହୋଇଥିବା ନୀନା ଗୁପ୍ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସତୀଶ, କାନ୍ଦି ପକାଇଥିଲେ ନୀନା

ପରଦାରେ ସମସ୍ତଙ୍କୁ ହସାଉଥିବା ଅଭିନେତା ସତୀଶ କୌଶିକ ଆଜି କନ୍ଦାଇ ଚାଲିଗଲେ । ୬୬ ବର୍ଷ ବୟସରେ ହାର୍ଟ ଆଟକ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କେବଳ ପରଦାରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ସତୀଶ କୌଶିକ ଜଣେ ଭଲ ବନ୍ଧୁ ଥିଲେ । ସତୀଶ ଏବଂ ନୀନା ଗୁପ୍ତା ଭଲ ବନ୍ଧୁ ଥିଲେ । ବିବାହ…

ଶେଷ ହୋଲି ଖେଳି ବହୁତ ଖୁସି ଥିଲେ ସତୀଶ କୌଶିକ, ଟ୍ୱିଟ କରି ସେୟାର କରିଥିଲେ ଫଟୋ

ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଆଜି ସକାଳୁ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡ ଗଭୀର ଶୋକରେ ରହିଛି । ତେବେ ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ସତୀଶଙ୍କ ଶେଷ ଟ୍ୱିଟ୍‌, ଯାହା ଏବେ…

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ: ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅନୁପମ ଖେର

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର…