Browsing Tag

satkosia

ଜନ୍ମନେଲେ ୩୫ ଘଡ଼ିଆଳ କୁମ୍ଭୀର, ସାତକୋଶିଆରେ ପ୍ରଜନନ ସଫଳ

ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା' କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ…

ସାତକୋଶିଆ ଛୁଇଁଲା ବନ୍ୟାପାଣି, ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାରେ ବିତ୍ପାତ ଆଣିଛି ମହାନଦୀର ବନ୍ୟା ପାଣି । ହୀରାକୁଦରୁ ଆଉ ୧୪ଟି ଗେଟ୍‌ ଖୋଲିବା ପରେ ବନ୍ୟା ପାଣି ସାତକୋଶିଆ ଦେଇ ପ୍ରବାହିତ ହେଉଛି । ଗତ ୪ଦିନ ହେବ ପାଣିଘେରରେ ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି ।…

 ଶାତକୋଶିଆ ରେଞ୍ଚ ଅଞ୍ଚଳରେ ଭାଲୁ ଆତଙ୍କ, ୧୪ ଘଣ୍ଟାରେ ଦୁଇ ଜଣଙ୍କୁ କଲାଣି ଆକ୍ରମଣ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ଆଜି ସକାଳେ ଜାମନଣ୍ଡା ଗାଁରେ ଚାଷ କାମ କରିବା କୁ ଯାଇଥିବା ବେଳେ ଜଳଧର ପ୍ରଧାନକୁ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣ ଯୋଗୁଁ ବେକ ଏବଂ ବାମ ହାତରେ ଆଘାତ ଲାଗିଛି ।…