ଆଜି ଶନିଶ୍ଚରୀ ଅମାବାସ୍ୟା, ଏହି ୫ ରାଶି ରୁହନ୍ତୁ ସତର୍କ! ଶନିଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରନ୍ତୁ ଉପାୟ…
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଜି ଅଗଷ୍ଟ ୨୭ ହେଉଛି ‘ଶନିଶ୍ଚରୀ ଅମାବାସ୍ୟା’। ଏହା ଭାଦ୍ରବ ମାସର ଅମାବାସ୍ୟା ତିଥି, ଯାହାକି ଶନିବାର ଦିନ ପଡ଼ିଥାଏ। ତେଣୁ ଏହାକୁ ଶନିଶ୍ଚରୀ ଅମାବାସ୍ୟା ବୋଲି କୁହାଯାଇଥାଏ। ଜ୍ୟୋତିଷଙ୍କ ମୁତାବକ, ଶନିବାରକୁ ଶନିଦେବଙ୍କ ଦିନ କୁହାଯାଏ। କର୍ମ ଫଳଦାତା…