ଶନିଦେବଙ୍କ କୃପା ପାଇବା ପାଇଁ ଶନିବାର କରନ୍ତୁ ନାହିଁ ଏସବୁ କାମ୍, ନଚେତ୍ କୋପରୁ ପାଇବେନି ରକ୍ଷା
ଶନିବାର ଦିନ ଶନିଦେବଙ୍କ କୃପା ପାଇବା ଏବଂ ଶନି ଦୋଷ ଦୂର କରିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି କୁହାଯାଏ। ଏହାଛଡା ଏହିଦିନ ହନୁମାନଙ୍କ ଉପାସନ କରିବା ପାଇଁ ସ୍ୱତନ୍ତ୍ର ଭାବେ କୁହାଯାଇଛି। ଏହାଛଡା ଶନିବାର ଦିନ ହନୁମାନଙ୍କ ଉପାସନା କରିବା ପାଇଁ ମଧ୍ୟ ଶୁଭ ଦିନ। କୁହାଯାଏ ଶନିବାର ଦିନ ଯଦି…