Browsing Tag

satya sai baba

ବାବାଙ୍କ ଇଚ୍ଛାକୁ ପୂରଣ କରୁଛନ୍ତି ସତ୍ୟ ସାଇ ସେବା ସଙ୍ଗଠନର ସଦସ୍ୟ, ଘରେ ଘରେ ପହଞ୍ଚାଉଛନ୍ତି ପାଦୂକା

ଶ୍ରୀ ସତ୍ୟ ସାଇ ବାବା। ୨୩ ନଭେମ୍ବର ୧୯୨୬ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତିରେ ଜନ୍ମ ଗ୍ରହଣ କରିଥିଲେ। ସାରା ବିଶ୍ୱରେ ଅଛନ୍ତି ବାବାଙ୍କର ଅନେକ ଭକ୍ତ। ବାବା ସତ୍ୟସାଇ ୨୪ ଏପ୍ରିଲ ୨୦୧୧ରେ ଦେହତ୍ୟାଗ କରିଥିଲେ । ଇହ ଲୀଳା ଛାଡ଼ିବା ପରେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଘରେ ଘରେ ପହଞ୍ଚିଛି ସତ୍ୟ…

୨୯ ଜାନୁଆରୀରେ ଭାରତର ସବୁ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ ସତ୍ୟସାଇ ବାବାଙ୍କ ବାୟୋପିକ୍‌ ‘ଓମ୍‌ ଶ୍ରୀ ସତ୍ୟସାଇ ବାବା’

ଦିବଂଗତ ଗଡ୍‌ମ୍ୟାନ୍‌ ସତ୍ୟସାଇ ବାବାଙ୍କ ବାୟୋପିକ୍‌ ‘ଓମ୍‌ ଶ୍ରୀ ସତ୍ୟସାଇ ବାବା’ ୨୯ ଜାନୁଆରୀରେ ଭାରତର ସବୁ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ଗାୟକ ଅନୁପ ଜଲୋଟା ସାଇ ବାବାଙ୍କ ଭୂମିକାରେ ନଜର ଆସିବେ। ଏନେଇ ଜଲୋଟା କହିଛନ୍ତି, ମୋ ଲାଗୁନି ସତ୍ୟ ସାଇ ବାବାଙ୍କ ତୁଳନାରେ କେହି…