ଜନ୍ ଆବ୍ରାହମ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ସଲମାନ୍ ଖାନ୍, ‘ସତ୍ୟମେବ ଜୟତେ ୨’ ସାମ୍ନାରେ ରିଲିଜ୍ କରିବେ ନିଜର…
କରୋନାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ଯେତିକି କମୁଛି ଫିଲ୍ମ ଇଣ୍ଡଷ୍ଟ୍ରୀ ସେତିକି ଆକ୍ଟିଭ୍ ହେଉଛି। କରୋନା ଯୋଗୁ ଦୀର୍ଘ ୨ ବର୍ଷ ଧରି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଲିଉଡ୍ ଏବେ ଚଳଚଞ୍ଚଳ ହୋଇଛି। ଇତି ମଧ୍ୟରେ କେତେକ ଫିଲ୍ମ ନିର୍ମାତା ନିଜ ଆଗାମୀ ସିନେମାର…