Browsing Tag

satyasai baba

ଆଡମ୍ବର ସହକାରେ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମଦିନ ପାଳନ

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ସତ୍ୟସାଇ ମନ୍ଦିରରେ ୯୯ତମ ବାବାଙ୍କ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅନୁଷ୍ଠାନ ଦୀର୍ଘ ବହୁ ବର୍ଷ ଧରି ଏଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଆସୁଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବାବାଙ୍କ ଜନ୍ମଦିନ ବହୁ ଆଡମ୍ବର ସହକାରେ ସତ୍ୟ ସାଇ ଭକ୍ତଙ୍କ ଗହଣରେ…