ସାଉଦି ଆରବରେ ଭୟଙ୍କର ସଡ଼କ ଦୁର୍ଘଟଣା, ୯ ଭାରତୀୟଙ୍କ ମୃତ୍ୟୁ, ଦୁଃଖ ବ୍ୟକ୍ତ କଲେ ବୈଦେଶିକ ମନ୍ତ୍ରୀ
ସାଉଦି ଆରବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଜେଦ୍ଦାରେ ଥିବା ଭାରତୀୟ ମିଶନ ଏ ବିଷୟରେ ସୂଚନା ଦେଇଛି । ମିଶନ କହିଛି ଯେ ପଶ୍ଚିମ ସାଉଦି ଆରବର ଜିଜାନ ନିକଟରେ ଏହି ଦୁର୍ଘଟଣା ଘଟିଛି । ସେମାନେ ଦୁର୍ଘଟଣାରେ ପ୍ରାଣ ହରାଇଥିବା…