Browsing Tag

saudi arabia

ସାଉଦି ଆରବରେ ଫସିଛନ୍ତି ଝାଡ଼ଖଣ୍ଡର ୪୫ ଶ୍ରମିକ, ନିଜ ଦେଶକୁ ଫେରିବାକୁ ସରକାରଙ୍କୁ କଲେ ନିବେଦନ

ସାଉଦି ଆରବରେ ଫସିଛନ୍ତି ଭାରତର ୪୫ ଜଣ ପ୍ରବାସୀ ଶ୍ରମିକ। ଏହି ଶ୍ରମିକମାନେ ଝାଡ଼ଖଣ୍ଡର ଗିରିଡିହ, ହଜାରିବାଗ ଏବଂ ବୋକାରୋ ଜିଲ୍ଲାର ବାସିନ୍ଦା। ଶ୍ରମିକମାନେ ଏକ ଭିଡିଓ ଜାରି କରି ନିଜ ଦେଶକୁ ଫେରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କୁହାଯାଉଛି ଯେ କମ୍ପାନୀ ଏହି ଶ୍ରମିକମାନଙ୍କୁ…

୧୬ ଭିକାରୀଙ୍କୁ ବିମାନରୁ ଓହ୍ଲାଇଦେଲା ପାକିସ୍ତାନ, ଉମରାହ ତୀର୍ଥଯାତ୍ରୀ ବେଶରେ ଯାଉଥିଲେ ସାଉଦି ଆରବ

ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ପାକିସ୍ତାନ। ପାକିସ୍ତାନର ଶୀର୍ଷ ଯାଞ୍ଚ ଏଜେନ୍ସି ‘FIA’ ଦୁଇ ଦିନ ତଳେ ମୁଲତାନ ବିମାନବନ୍ଦରରେ ଚଢ଼ାଉ କରିଥିଲା। ଏହି ସମୟରେ ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯାଉଥିବା ୧୬ ଜଣ ଭିକାରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲା FIA।…

ଘର କବାଟରେ ସ୍ୱସ୍ତିକ ଚିହ୍ନ କରି ଜେଲ୍‌ ଗଲେ ଇଂଜିନିୟର, ସାଉଦି ଆରବ ପୋଲିସ କଲା ଗିରଫ

ସ୍ୱସ୍ତିକ ଚିହ୍ନ ହିନ୍ଦୁ ଧର୍ମରେ ବେଶ୍‌ ଶୁଭ ହୋଇଥାଏ । ନୂଆ ଗାଡି ହେଉ ଅବା ଘର କିମ୍ବା କୌଣସି ପୂଜା କରିବା ସମୟରେ ସ୍ୱସ୍ତିକ ଚିହ୍ନ ଚିତ୍ର ବନାଯାଏ । କିନ୍ତୁ ଏଥିପାଇଁ ଜଣକୁ ଜେଲ ହେବା କଥା ହୁଏତ ଆପଣ ଶୁଣିନଥିବେ । ହେଲେ ସ୍ୱସ୍ତିକ ଚିହ୍ନ କରି ସାଉଦି ଆରବରେ ଗିରଫ ହୋଇ ଜେଲ ଯାଇଛନ୍ତି…

ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ: ଝଙ୍କୃତ ହେଲା “ବନ୍ଦେ ଉତ୍କଳ ଜନନୀ”

(କେନ୍ୟୁଜ): ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ରାଜ୍ୟର ସମସ୍ତ…

ଆଉ ନାହାନ୍ତି ସାଉଦି ଆରବର ଚର୍ଚ୍ଚିତ ୟୁଟ୍ୟୁବର ‘ଛୋଟେ ଶେଖ୍‌’; ଜିଉଁଥିଲେ ବିଳାସପୂର୍ଣ୍ଣ ଜୀବନ

ଆଉ ନାହାନ୍ତି ସାଉଦି ଆରବର ଚର୍ଚ୍ଚିତ ୟୁଟ୍ୟୁବର ‘ଛୋଟେ ଶେଖ୍‌’। ସାଉଦି ଆରବ ଓ ୟୁଏଇରେ ‘ଛୋଟେ ଶେଖ୍‌’ ନାଁରେ ବେଶ୍‌ ପ୍ରସିଦ୍ଧ ଥିଲେ ୨୭ ବର୍ଷୀୟ ଅଜିଜ୍‌ ଅଲ୍‌ ଅହମଦ। ଏବେ ଅଜିଜ୍‌ଙ୍କ ମୃତ୍ୟୁ ସମ୍ପର୍କିତ ଖବର ତାଙ୍କ ସାଙ୍ଗ ୟାଜାନ୍‌ ଅଲ ଅସ୍‌ମାର ଦେଇଛନ୍ତି। ଗୁରୁବାର ୧୯ ଜାନୁୟାରୀରେ…

ସାଉଦି ଆରବକୁ ଫେରିଲା କରୋନା: ଭାରତ ସମେତ ୧୬ଦେଶକୁ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ : ସାଉଦି ଆରବରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ଏହାର ନାଗରିକ ମାନଙ୍କୁ ୧୬ ଟି ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଦେଶଗୁଡ଼ିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ସାଉଦି ଆରବର ସ୍ୱାସ୍ଥ୍ୟ…

ଛି…ପାଇଖାନାରେ ତିଆରି ହେଉଥିଲା ସିଙ୍ଗଡ଼ା, ହେଲେ ଜାଣିପାରୁ ନ ଥିଲେ ଲୋକେ! ଏବେ ୩୦ ବର୍ଷ ପରେ ରେଷ୍ଟୁରାଣ୍ଟ ସିଲ୍‌

ପାଇଖାନାରେ ସିଙ୍ଗଡ଼ା ପ୍ରସ୍ତୁତି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏମିତି ହିଁ ଏକ ଘଟଣା ଘଟିଛି ସାଉଦି ଆରବରେ। ଏଠାରେ ଏଭଳି ଏକ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ଜେଦାହ ସହରରେ ଥିବା ଏକ…

ସାଉଦି ଆରବରେ ଗୋଟିଏ ଦିନରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ! ଭାଙ୍ଗିଲା ୧୯୮୦ ମସିହାର ରେକର୍ଡ

ନିଜର କଠୋର ନିୟମ କାନୁନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ସାଉଦି ଆରବ। ଶନିବାର ସାଉଦି ଆରବରେ ୮୧ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା କି ଆରବ ଦେଶର ଇତିହାସରେ ପ୍ରଥମ। ଏକ ସାଥୀରେ ଏତେ ଲୋକଙ୍କୁ କ୍ରୁଶବଦ୍ଧ କରାଇ ମୃତ୍ୟୁଦଣ୍ଡ ଦେବାରେ ଏହା ରେକର୍ଡ ଭାଙ୍ଗିଛି। ଯେଉଁ ଲୋକଙ୍କୁ ଏହି…

ସାଉଦି ଆରବର କଠୋର ନିୟମ: ଏଠି କାହାକୁ ହାର୍ଟ ଇମୋଜି ପଠାଇଲେ ୨୦ ଲକ୍ଷ ଜରିମାନା ଓ ଜେଲ୍‌ ଦଣ୍ଡ; ଆସିଥାଏ ଯୌନ ଅପରାଧ…

ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍‌ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ…

ପୁରୁଣା ହାଇୱେ କଡ଼ରେ ପୋତା ଯାଇଛି ଲକ୍ଷାଧିକ ଶବ, ଏବେ ବି ସୁରକ୍ଷିତ ଅଛି ସମାଧି

ଆମ ଦୁନିଆ ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ତତ୍ତ୍ୱରେ ତିଆରି ହୋଇଛି, ଯାହା ବିଷୟରେ କେହି ଶୁଣିଲେ ଆଚମ୍ବିତ ହୋଇଯିବା ସ୍ୱାଭାବିକ୍‌। ବେଳେ ବେଳେ ପୁରାତତ୍ତ୍ୱବିତ୍‌ଙ୍କୁ ଏମିତି କିଛି ନୂଆ ନୂଆ ଜିନିଷ ବିଷୟରେ ଜଣାପଡ଼େ ଯାହା ବେଶ୍‌ ଚକିତ କରିଦେବା ଭଳି ହୋଇଥାଏ। ନିକଟରେ ସେଭଳି ଏକ ଜିନିଷ…

ଚୀନର ନୂଆ ମିଛ ! ସାଉଦି ଆରବ ଚିଙ୍ଗୁଡ଼ି ଓ ବ୍ରାଜିଲର ଗୋମାଂସ ହିଁ ବିଶ୍ୱରେ କରୋନା ବିସ୍ତାର ପାଇଁ ଦାୟୀ

ଚୀନର ସରକାରୀ ଗଣମାଧ୍ୟମ କରୋନା ଭାଇରସ୍‌କୁ ନେଇ ଏକ ନୂଆ ସିଦ୍ଧାନ୍ତ ବିସ୍ତାର କରିବାରେ ଲାଗିଛି। ଜଣେ ବିଶେଷଜ୍ଞଙ୍କ ମୁତାବକ, ଏହି ସିଦ୍ଧାନ୍ତରେ ବ୍ରାଜିଲର ଗୋମାଂସ, ସାଉଦି ଆରବର ଚିଙ୍ଗୁଡ଼ି ଏବଂ ଆମେରିକା ମେନର ବଡ଼ ଚିଙ୍ଗୁଡ଼ି ମାଛ ଓ ଘୁଷୁରୀ ମାଂସକୁ କରୋନା ଭାଇରସ୍‌ ବିସ୍ତାରର ପ୍ରମୁଖ…

ପାକିସ୍ତାନ ସହିତ ଆଉ ୩ଟି ଦେଶର ଯୁବତୀଙ୍କୁ ବିବାହ କରିପାରିବେନି ସାଉଦି ଆରବ ଯୁବକ, ସରକାର ତିଆରି କଲେ ନୂଆ ଆଇନ

ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତାର ଜ୍ବଳନ୍ତ ଉଦାହରଣ ପୁଣି ସାମ୍ନାକୁ ଆସିଛି। ସାଉଦି ଆରବ ସରକାର ଏମିତି କିଛି ନୂଆ ଆଇନ ଆଣିଛନ୍ତି, ଯାହା ଯୋଗୁଁ ଏହି ଦେଶର ପୁରୁଷ ପାକିସ୍ତାନ, ବାଲାଂଦେଶ, ଚାଡ ଏବଂ ମିଁଆମାରର ମହିଳାମାନଙ୍କୁ ବିବାହ କରିପାରିବେ ନାହିଁ। ପାକିସ୍ତାନ…