Browsing Tag

Saumendra Priyadarsi

ପୋଲିସ ପଦକ ଘୋଷଣା: କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଏସବୁ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ପୋଲିସ ପଦକ ଘୋଷଣା ହୋଇଛି। ୨୦୨୨ ପାଇଁ ପୁରସ୍କାର ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଦେଶର ମୋଟ ୧୦୮୨ ପୋଲିସ କର୍ମଚାରଙ୍କୁ ଏହି ପଦକ ପ୍ରଦାନ କରାଯିବ। ଏ ଅବସରରେ ୩୪୭ ଜଣ ପୋଲିସ କର୍ମୀଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରାଯିବ। ବିଶିଷ୍ଟ…