Browsing Tag

savitri puja

ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ, କ’ଣ ସେବନ କଲେ ମହିଳାଙ୍କୁ ମିଳିବ ଅଖଣ୍ଡ ସୌଭାଗ୍ୟବତୀ ହେବା ଆଶୀର୍ବାଦ

ଆଜି ସଧବାଙ୍କ ପର୍ବ ସାବିତ୍ରୀ ବ୍ରତ। ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍‌ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ…

ସାବିତ୍ରୀ ବ୍ରତ ଭଳି ଦିନରେ ଚାଲିଗଲା ସ୍ୱାମୀଙ୍କ ପ୍ରାଣ, ପୂଜା କରିବା ସମୟରେ ସ୍ୱାମୀଙ୍କ ମୃତ୍ୟୁ ଖବର

କଟକ (କେନ୍ୟୁଜ) : ସାବିତ୍ରୀ ବ୍ରତରେ ଚାଲିଗଲା ସ୍ୱାମୀଙ୍କ ପ୍ରାଣ। ସ୍ୱାମୀ ପାଇଁ ମଙ୍ଗଳ ମନାସି ପୂଜା କରୁଥିବା ବେଳେ ମିଳିଲା ସ୍ୱାମୀଙ୍କ ଦେହାନ୍ତ ଖବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ର ରାଜନଗର ଗାଁରେ। କିଛିଦିନ ତଳେ ମାୟାଧର ପ୍ରଧାନ ଅସୁସ୍ଥ ହେବା ପରେ…

ସାବିତ୍ରୀ ଅମାବାସ୍ୟା ଦିନ ହିଁ ଲାଗୁଛି ସୂର୍ଯ୍ୟ ପରାଗ, ଜାଣନ୍ତୁ ସଧବାମାନେ କେତେବେଳେ କରିବେ ପୂଜା

ଜ୍ୟେଷ୍ଠ ଅମାବାସ୍ୟା ତିଥି ଏକ ଶୁଭ ଦିନ। କାରଣ ଏହି ଦିନ ପଡ଼ୁଛି ସାବିତ୍ରୀ ବ୍ରତ। ଚଳିତବର୍ଷ ଜୁନ ୧୦ ତାରିଖରେ ପଡୁଛି ସଧବା ନାରୀଙ୍କ ପର୍ବ ସାବିତ୍ରୀ। ସ୍ୱାମୀମାନଙ୍କ ଶୁଭ ମନାସୀ ସ୍ତ୍ରୀ ମାନେ ଏହି ଦିନ ବ୍ରତ ରଖିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ଦିନ ହିଁ ସୂର୍ଯ୍ୟ ପରାଗ ପଡୁଛି। ତେବେ…