Browsing Tag

sawan 2022

ଶ୍ରାବଣ ମାସ ଟିପ୍ସ : ଅଳେଇଚର ଏହି ପ୍ରତିକାର ଧନ ସମସ୍ୟା କରିପାରେ ଦୂର

ଧନର ଦେବୀ ଲକ୍ଷ୍ମୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତାଙ୍କର ଦିନ ସଫଳ ହୋଇଯାଏ । ମା’ ଲକ୍ଷ୍ମୀଙ୍କୁ ବହୁତ ଚଞ୍ଚଳ ମନାଯାଏ । ଶ୍ରାବଣ ଶୁକ୍ରବାର ମହାଦେବଙ୍କ ପୂଜା ସହ ମା’ ଲକ୍ଷ୍ମୀଙ୍କ ପୂଜା ବହୁତ ଲାଭକାରୀ ହୋଇଥାଏ । ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କର ମଧ୍ୟ ମନାଯାଇଥାଏ । ଶାସ୍ତ୍ରରେ…

ଶ୍ରାବଣ ଅମାବାସ୍ୟାରେ ଏହି ଗଛକୁ ପୂଜା କଲେ ଦୂର ହୁଏ ଶନି ଦୋଷ, ମିଳିବ ଅନେକ ଲାଭ

ଶ୍ରାବଣ ମାସର ଅମାବାସ୍ୟାକୁ ହରିୟାଲୀ ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ । ଏଥର ଶ୍ରାବଣ ଅମାବାସ୍ୟା ଜୁଲାଇ ୨୮ ରେ ପଡ଼ୁଛି । ଅମାବାସ୍ୟାରେ ପୂଜା ପାଠ, ସ୍ନାନ ଦାନ କରିବା ଉତ୍ତମ ମନାଯାଇଥାଏ । ପରିବେଶ ଦୃଷ୍ଟିରୁ ମଧ୍ୟ ଏହାର ମହତ୍ୱ ରହିଛି । ଏହି ଦିନ ଗଛ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ।…

ସୁଖ-ସମୃଦ୍ଧି ପାଇଁ ଶ୍ରାବଣ ମାସର ପ୍ରଥମ ସୋମବାର ରାଶି ଅନୁସାରେ କରନ୍ତୁ ଭଗବାନ ଶିବଙ୍କୁ ଅଭିଷେକ, ପୁରିବ ମନସ୍କାମନା

ଶ୍ରାବଣ ମାସ ୨୦୨୨ରେ ୪ ସୋମବାର ପଡ଼ୁଛି । ଯେଉଁଠି ପ୍ରଥମ ସୋମବାର ପଡୁଛି ୧୮ ଜୁଲାଇରେ । ଶ୍ରାବଣରେ ପଡ଼ୁଥିବା ସବୁ ସୋମବାରର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି ଯେଉଁ ଭକ୍ତ ଏହି ସୋମବାରରେ ବ୍ରତ ରଖି ଭଗବାନ ଶିବଙ୍କୁ ବିଧି ବିଧାନ ସହ ପୂଜା କରନ୍ତି ତାଙ୍କର ସବୁ କଷ୍ଟ ଦୂର ହୋଇଥାଏ ।…

ଶ୍ରାବଣରେ ଦାଢ଼ି ଓ ବାଳ କାଟିବାକୁ କାହିଁକି ବାରଣ କରାଯାଏ, ଜାଣନ୍ତୁ କାରଣ

ଆଷାଢ଼ ପୂର୍ଣ୍ଣିମା ପରେ ଶ୍ରାବଣ ମାସ ପଡ଼ିଥାଏ। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ଚଳିତ ବର୍ଷ ଏହି ପବିତ୍ର ମାସର ଆରମ୍ଭ ଜୁଲାଇ ୧୪ ଅର୍ଥାତ୍ ଗୁରୁବାର ଠାରୁ ହେଉଛି। ଶ୍ରାବଣ ମାସକୁ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ। ଧାର୍ମିକ…

ଆସୁଛି ଶ୍ରାବଣ: ମାସଯାକ କରନ୍ତୁ ଶିବଙ୍କୁ ଭକ୍ତି; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ

ଭଗବାନ ଶିବଙ୍କୁ ସମର୍ପିତ ଥାଏ ପବିତ୍ର ଶ୍ରାବଣ ମାସ। ଏହି ମାସ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି। ଶ୍ରାବଣକୁ ଶିବଭକ୍ତ ଉତ୍ସାହର ସହିତ ଅପେକ୍ଷା କରି ଥାଆନ୍ତି ଏବଂ ପୂରା ମାସ ଯାକ ଶିବଭକ୍ତିରେ ଲୀନ ରୁହନ୍ତି। ଶିବଙ୍କ ଅଭିଷେକ କରନ୍ତି, ବିଶେଷ ପୂଜାର୍ଚ୍ଚନା କରି ଥାଆନ୍ତି। ଚଳିତ…

ଶ୍ରାବଣ ମାସରେ ଏହି ୩ ରାଶିଙ୍କ ଉପରେ ବର୍ଷିବ ଭଗବାନ ଶଙ୍କରଙ୍କ କୃପା, ପୂର୍ଣ୍ଣ ହେବ ସବୁ କାମ

ଜୁଲାଇ ୧୪ ରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହା ଆସନ୍ତା ୧୨ ଅଗଷ୍ଟ ରେ ସମାପ୍ତ ହେବ । ଏଥର ଶ୍ରାବଣରେ ୪ ସୋମବାର ପଡ଼ୁଛି । ପ୍ରଥମ ସୋମବାର ୧୮ ଜୁଲାଇ, ଦ୍ୱିତୀୟ ୨୫, ତୃତୀୟ ୧ ଅଗଷ୍ଟ ଓ ଚତୁର୍ଥ ସୋମବାର ୮ ଅଗଷ୍ଟରେ ପଡ଼ୁଛି । ଶ୍ରାବଣରେ ପଡୁଥିବା ସୋମବାରର ବିଶେଷ ମହତ୍ୱ ଥାଏ । ମାନ୍ୟତା…