କାହିଁକି ଶ୍ରାବଣ ମାସରେ ଖିଆଯାଏନି ନନ୍-ଭେଜ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ସୋମବାର ଠାରୁ ଭଗବାନ ଶିବଙ୍କ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି । ହିନ୍ଦୁ ଧର୍ମରେ, ଶ୍ରାବଣ ମାସର ଆରମ୍ଭ ସହିତ, ଅନେକ ଲୋକ ଧାର୍ମିକ କାରଣରୁ ନନ୍-ଭେଜ ଖାଇବା ବନ୍ଦ କରିଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶ୍ରାବଣ ମାସରେ ନନ୍-ଭେଜ ନ ଖାଇବା ପଛରେ ବୈଜ୍ଞାନିକ କାରଣ କ’ଣ? ଆଜି ଆମେ…