Browsing Tag

sbi alert

SBIରେ ଆକାଉଣ୍ଟ ଥିଲେ ମାଗଣାରେ ମିଳିବ ଏହିସବୁ ସୁବିଧା, ଶୀଘ୍ର ଉଠାନ୍ତୁ ଫାଇଦା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଉଛି ଗ୍ରାହକଙ୍କୁ ଅନେକ ସୁଵିଧା । ଦେଶର ପ୍ରତ୍ୟେକଟି ସ୍ଥାନରେ ଏହି ବ୍ୟାଙ୍କ ଙ୍କୁ ଲୋକ ଅଧିକ ବିଶ୍ୱାସ କରିଥାନ୍ତି । ଏହାସହିତ ଷ୍ଟେଟ ବ୍ୟାଙ୍କରେ ସର୍ବାଧିକ ଗ୍ରାହକ…

SBI ଲକର ନିୟମରେ ପରିବର୍ତ୍ତନ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଦେଶର ଏହି ସରକାରୀ ବ୍ୟାଙ୍କରେ ଯଦି ଆପଣଙ୍କର ଏକ ଆକାଉଣ୍ଟ ଅଛି, ତେବେ ଏକ ନୂଆ ଅପଡେଟ ଆସିଛି। ବ୍ୟାଙ୍କ ଲକର ନିୟମ ସମ୍ବନ୍ଧରେ ଏସବିଆଇ ନିୟମ ପରିବର୍ତ୍ତନ କରିଛି। ନୂତନ ନିୟମ ଶୀଘ୍ର…

SBI ଦେଉଛି ଝିଅଙ୍କୁ ୧୫ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା…

ନୂଆବର୍ଷରେ SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କରୁ ଲୋନ ନେଉଥିଲେ ଏବେ ଦେବାକୁ ପଡ଼ିବ ଅଧିକ ସୁଧ

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଆଣଛି ଏକ ବହୁତ ବଡ଼ ଖବର। ଏହାକୁ ନେଇ ଗ୍ରାହକଙ୍କୁ ଝଟକା ଲାଗିପାରେ। ବ୍ୟାଙ୍କ ନିଜ ଏକ ବର୍ଷର ଅବଧି ଲୋନର ମାର୍ଜିନାଲ କଷ୍ଟ ବେସ୍ଡ ଲିଡିଂ ରେଟ ମାନେ ଏମସିଏଲଆର ବଢ଼ାଇବାର ନିଷ୍ପତ୍ତି ନେଇଛି।…

ସମସ୍ତଙ୍କ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କାଟିବ SBI, ଟ୍ଵିଟ୍‌ କରି କାରଣ କହିଲା ବ୍ୟାଙ୍କ

ଯଦି ଆପଣଙ୍କର ବି ଆକାଉଣ୍ଟ ଏସ୍‌ବିଆଇରେ ଅଛି ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ। ଏବେ କିଛି ଏସ୍‌ବିଆଇ ଗ୍ରାହକଙ୍କ ପାଖକୁ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟିଥିବା ନେଇ ମେସେଜ୍‌ ଆସୁଛି। ଏହି ମେସେଜ୍‌ ଆସିବା ପରେ ଲୋକମାନେ ବି ବୁଝିପାରୁନାହାନ୍ତି ଯେ କାହିଁକି ତାଙ୍କ ଆକାଉଣ୍ଟରୁ ଶତାଧିକ…

SBI ଦେଉଛି ସୁବର୍ଣ୍ଣ ସୁଯୋଗ, ଡକ୍ୟୁମେଣ୍ଟସ୍‌ ଜମା କରି ମାସକୁ ପାଆନ୍ତୁ ୮୦ ହଜାର ଟଙ୍କା

ଯଦି ଆପଣ ବି ବ୍ୟାଙ୍କରୁ ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ । ଏସବିଆଇର ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ ଦେବ ମାସକୁ ୮୦ ହଜାର ଟଙ୍କା । ଯଦି ଆପଣ କୌଣସି ଚାକିରି କରନାହାନ୍ତି ଅବା ଚାକିରି ସହ ଏକ୍ସଟ୍ରା ଇନକମ କରିବାକୁ ଚାହୁଁଛନ୍ତି ତେବେ…

SBI ଗ୍ରାହକ ଧ୍ୟାନ ଦିଅନ୍ତୁ… ଆଜି ରାତିଠାରୁ ଠପ୍‌ ହୋଇଯିବ ବ୍ୟାଙ୍କିଂ ସେବା, ତୁରନ୍ତ କରିନିଅନ୍ତୁ ସବୁ କାମ

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ବଡ଼ ସୂଚନା। ଆଜି ରାତିରେ କିଛି ଘଣ୍ଟା ପାଇଁ ବନ୍ଦ ହୋଇଯିବ ଏସ୍‌ବିଆଇର ସବୁ ସେବା। ଏସ୍‌ବିଆଇ ପୋର୍ଟାଲକୁ ଅପଡେଟ୍‌ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଜି କିଛି ଘଣ୍ଟା ପାଇଁ ସେବାକୁ ବନ୍ଦ କରାଯିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଆଲର୍ଟ କରାଯାଇଛି।…

୪୦ କୋଟି ଗ୍ରାହକଙ୍କୁ ସତର୍କ କଲା SBI ! ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ସେବା ,ଜାଣନ୍ତୁ କାହିଁକି

ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ ଜାରି କରିଥାନ୍ତି। ଯେମିତି ଲୋକମାନଙ୍କର ଅସୁବିଧା ନହୁଏ, ସେଥିପାଇଁ କଡା ବ୍ୟବସ୍ଥା କରିଥାନ୍ତି। ତେବେ ବର୍ତ୍ତମାନ ୪୦ କୋଟି ଲୋକଙ୍କୁ ଏସବିଆଇ ସତର୍କ କରିଛି ଯେ ବ୍ୟାଙ୍କ ସେବା ବନ୍ଦ ହୋଇପାରେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର…

SBI ଆଲର୍ଟ: ଆସନ୍ତାକାଲି ୩୦୦ ମିନିଟ୍‌ ବନ୍ଦ ରହିବ ଏସବିଆଇର ସମସ୍ତ ଇଣ୍ଟରନେଟ୍‌ ସେବା

SBI ୟୁଜର୍ସଙ୍କ ପାଇଁ ସତର୍କ ସୂଚନା। ଆପଣ ଯଦି ଏସବିଆଇର ଗ୍ରାହକଙ୍କ ଅଟନ୍ତି, ତେବେ ଆସନ୍ତାକାଲି କରିବାକୁ ଥିବା ଆଜି ହିଁ କରିନିଅନ୍ତୁ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁଜର୍ସଙ୍କ ପାଇ ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ ବ୍ୟାଙ୍କିଂ ସେବା। ଆସନ୍ତାକାଲି ଏସବିଆଇ ଗ୍ରାହକ କୌଣସି ଇଣ୍ଟରନେଟ…

ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ, ଏଟିଏମରୁ ଟଙ୍କା ଉଠାଇବାବେଳେ ନିଶ୍ଚିତ ଏହାଉପରେ ଧ୍ୟାନ ଦିଅନ୍ତୁ

କଣ ଆପଣ ଷ୍ଟେଟ ବ୍ୟାଙ୍କ ଗ୍ରାହକ। ତାହେଲେ ଆମର ଏ ସୂଚନା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ନିଜ ଗ୍ରାହକଙ୍କର ସୁରକ୍ଷା ପାଇଁ ବ୍ୟାଙ୍କ ସବୁବେଳେ ଠକାମୀ ଏବଂ ଟ୍ରାନଜାକସନକୁ ନେଇ ସତର୍କ କରାଏ। ଏସବିଆଇ ସବୁବେଳେ ତାର ଗ୍ରାହକଙ୍କ ସୁରକ୍ଷା ପାଇଁ ତତ୍ପର ଥାଏ। ଯାହାଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟକୁ…

SBI ଗ୍ରାହକ ଧ୍ୟାନ ଦିଅନ୍ତୁ, ନିଜ ଗ୍ରାହକଙ୍କ ପାଇଁ ଜାରି କଲା ଆଲର୍ଟ

କଣ ଆପଣ ଏସବିଆଇ ଗ୍ରାହକ। କଣ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି, ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। କାହିଁକିନା ଏସବିଆଇ ତାର ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ତେବେ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ କଣ ଆଲର୍ଟ କରିଛି ଏବଂ କାହିଁକି ବ୍ୟାଙ୍କ…

କାଲି ଠପ୍‌ ହୋଇଯିବ ବ୍ୟାଙ୍କିଂ ସେବା, ଗ୍ରାହକଙ୍କୁ ଆଲର୍ଟ କଲା ଏସ୍‌ବିଆଇ

ବନ୍ଦ ହୋଇଯିବ ବ୍ୟାଙ୍କିଂ ସେବା। ଆଉ ଗ୍ରାହକ କରିପାରିବେନି କୌଣସି ନେଣଦେଣ। ଏସ୍‌ବିଆଇ ନିଜ ଗ୍ରାହକଙ୍କ ଲାଗି ଏକ ଆଲର୍ଟ ଜାରି କରିଛି। ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ୬-୭ ଅଗଷ୍ଟରେ ବ୍ୟାଙ୍କର ଡିଜିଟାଲ ସେବା କିଛି ସମୟ ପାଇଁ ବନ୍ଦ ରହିବ। ଏସ୍‌ବିଆଇ ତରଫରୁ ଟ୍ଵିଟ୍‌ କରାଯାଇ ଏନେଇ…