SBI ଦେଉଛି ସୁବର୍ଣ୍ଣ ସୁଯୋଗ, ଡକ୍ୟୁମେଣ୍ଟସ୍ ଜମା କରି ମାସକୁ ପାଆନ୍ତୁ ୮୦ ହଜାର ଟଙ୍କା
ଯଦି ଆପଣ ବି ବ୍ୟାଙ୍କରୁ ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ । ଏସବିଆଇର ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ ଦେବ ମାସକୁ ୮୦ ହଜାର ଟଙ୍କା । ଯଦି ଆପଣ କୌଣସି ଚାକିରି କରନାହାନ୍ତି ଅବା ଚାକିରି ସହ ଏକ୍ସଟ୍ରା ଇନକମ କରିବାକୁ ଚାହୁଁଛନ୍ତି ତେବେ…