ଖୋଲୁଛି ଲାଞ୍ଚୁଆ ଜଳଛାୟା ଉପନିର୍ଦ୍ଦେଶକଙ୍କ କେଳେଙ୍କାରୀ, ଭୁବନେଶ୍ବର ଏସବିଆଇ ଲକରରୁ ମିଳିଲା ୨ ଲକ୍ଷ ଟଙ୍କାର କ୍ୟାସ
ଭୁବନେଶ୍ଵର : ମାଲକାନଗରି ଜଳସଂପଦ ବିଭାଗର କୋଟିପତି ବାବୁଙ୍କ ଲକରରୁ ମିଳିଲା ନଗଦ ୨ ଲକ୍ଷ ଟଙ୍କା । ଭୁବନେଶ୍ବର କପିଳପ୍ରସାଦ ଏସବିଆଇ ଲକରରୁ ଯାଞ୍ଚ ବେଳେ ୨ ଲକ୍ଷ ଟଙ୍କାର କ୍ୟାସ ମିଳିଛି । ସେହିପରି କିଛି ଜମି କାଗଜପତ୍ର ମଧ୍ୟ ପାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ…