ଏସ୍ବିଆଇ କ୍ଲର୍କ ପ୍ରିଲିମିନାରୀର ଆଡମିଟ୍ କାର୍ଡ ଜାରି, ଏମିତି କରନ୍ତୁ ଡାଉନ୍ଲୋଡ୍
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କ୍ଲର୍କ ପଦ ପାଇଁ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାର ଆଡମିଟ୍ କାର୍ଡ ଜାରି କରାଯାଇଛି। ଏସ୍ବିଆଇ କ୍ଲର୍କ ପ୍ରିଲିମ୍ସ ୨୦୨୧ ଆଡମିଟ୍ କାର୍ଡର ଲିଙ୍କ ଅଫିସିଆଲ ୱେବ୍ସାଇଟ୍ sbi.co.in ରେ ଦିଆଯାଇଛି। ଯେଉଁ ପ୍ରାର୍ଥୀ ଏସ୍ବିଆଇ ଜୁନିୟର…