ଆଜିଠାରୁ ବଦଳିବ SBI କ୍ରେଡିଟ୍ କାର୍ଡ ନିୟମ, ଆପଣଙ୍କ ପକେଟରେ ପଡିବ ସିଧା ପ୍ରଭାବ
SBI କାର୍ଡ ୟୁଜର୍ସ ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ କ୍ରେଡିଟ କାର୍ଡକୁ ନେଇ ନୂଆ ନିୟମ ଜାରି କରିଛି ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ । ଆସନ୍ତୁ ଏହି କାର୍ଡକୁ ନେଇ ଆସିଥିବା…