Browsing Tag

sbi debit card

ଡେବିଟ୍‌ କାର୍ଡକୁ ଶେଷ କରିବାକୁ ଚାହୁଁଛି SBI, କିନ୍ତୁ କାହିଁକି ଜାଣନ୍ତୁ ଏହି ରିପୋର୍ଟରୁ. . .

ଦେଶର ସବୁଠାରୁ ବଡ ବ୍ୟାଙ୍କ୍‌ ଏସବିଆଇ ଡେବିଟ କାର୍ଡକୁ ଶେଷ କରିବାର ଲକ୍ଷ୍ୟ ରଖିଛି। ଯଦି ଏସବିଆଇର ଏହି ଯୋଜନା ସଫଳ ହୁଏ ତେବେ ପ୍ଲାଷ୍ଟିକ ଡେବିଟ କାର୍ଡ ଅତୀତ ହୋଇଯିବ। ବ୍ୟାଙ୍କ ଏହି କାର୍ଡ ସ୍ଥାନରେ ଡିଜିଟାଲ ପେମେଣ୍ଟ ପ୍ରଣାଳୀ ଆଣିବା ଦିଗରେ କାମ କରୁଛି। ବ୍ୟାଙ୍କର ଚେୟାରମ୍ୟାନ…