ନୂଆବର୍ଷରେ SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କରୁ ଲୋନ ନେଉଥିଲେ ଏବେ ଦେବାକୁ ପଡ଼ିବ ଅଧିକ ସୁଧ
ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଆଣଛି ଏକ ବହୁତ ବଡ଼ ଖବର। ଏହାକୁ ନେଇ ଗ୍ରାହକଙ୍କୁ ଝଟକା ଲାଗିପାରେ। ବ୍ୟାଙ୍କ ନିଜ ଏକ ବର୍ଷର ଅବଧି ଲୋନର ମାର୍ଜିନାଲ କଷ୍ଟ ବେସ୍ଡ ଲିଡିଂ ରେଟ ମାନେ ଏମସିଏଲଆର ବଢ଼ାଇବାର ନିଷ୍ପତ୍ତି ନେଇଛି।…