ଆସିଗଲା SBI ଆନ୍ୟୂଇଟି ଡିପୋଜିଟ ସ୍କିମ, ଥରେ ଟଙ୍କା ଜମା କରି ପାଇପାରିବେ ମାସକୁ ମାସ ଟଙ୍କା
ଗୋଟେ ପଟେ ସୁଧ ହାର ବଢି ଚାଲିଥିବାବେଳେ ଦେଶର ସର୍ବୋଚ୍ଚ ଋଣ ପ୍ରଦାନକାରୀ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଏକ ନୂଆ ସ୍କିମ ଲାଗୁ କରିବାକୁ ଯାଉଛି । ଏହି ସ୍କିମର ନାଁ "ଏସବିଆଇ ଅନ୍ୟୂଇଟି ଡିପୋଜିଟ" ରଖାଯାଇଛି । ଯାହାକୁ ଏକ ଭଲ ଇନଭେଷ୍ଟମେଣ୍ଟ ମାଧ୍ୟମ ଭାବେ ଧରି ହେବ । ଏହି…