ଗ୍ରାହକ ଧ୍ୟାନ ଦିଅନ୍ତୁ, ଆକାଉଣ୍ଟଧାରୀ ଏବେ ଘରେ ବସି ଉଠାଇପାରିବେ ଟଙ୍କା
ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। ଏ ଖବର ଏମିତିକା ଆପଣ ନିହାତି ଜାଣିବା ଦରକାର। ଏବେ ଆପଣ ଘରେ ବସି ବ୍ୟାଙ୍କରୁ କ୍ୟାସ୍ ଉଠାଇବା ସହ ଜମା ମଧ୍ୟ କରିପାରିବେ । ଏହା ସହ ଘରେ ବସି ବ୍ୟାଙ୍କର ଅନେକ କିଛି କାମ ଆପଣ କରିପାରିବେ। ଆଉ ଏପରି ହେଲେ ଏହି ସବୁ କାମ ପାଇଁ ଆପଣଙ୍କୁ ଆଉ…