Browsing Tag

sbi services

ଆଜି ୨ ଘଣ୍ଟା ବନ୍ଦ ରହିବ SBI ବ୍ୟାଙ୍କିଙ୍ଗ୍ ସର୍ଭିସ, ମିଳିବନି ୟୁପିଆଇ, ୟୁନୋ, ୟୁନୋ ଲାଇଟ୍ ସେବା

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ସର୍ଭିସ ଡାଉନର କିଛି ସେବା ରବିବାର ଅର୍ଥାତ୍ ଆଜି ୨ ଘଣ୍ଟା ପାଇଁ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଏସବିଆଇ ଗ୍ରାହକମାନେ କୌଣସି କାରବାର କରିପାରିବେ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟରରେ ଏହାକୁ…