Browsing Tag

sbi

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ଭର୍ତ୍ତି । ଯେଉଁମାନେ ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ସେମାନେ ନିଶ୍ଚିତ ଆବେଦନ କରିପାରିବେ ।  ଏସବିଆଇ ପକ୍ଷରୁ ରିଟାୟର୍ଡ ବ୍ୟାଙ୍କ ଅଫିସର ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରୁଛି । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ଶେଷ ତାରିଖ…

SBI ରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲିପଡିଛି । ଏସବିଆଇରେ ଅଫିସର ପଦବୀ ତୁରନ୍ତ କରନ୍ତୁ ଆବେଦନ । ଏହି ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରନ୍ତୁ । ଏସବିଆଇ…

SBI ଦେଉଛି ଝିଅଙ୍କୁ ୧୫ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରାକରଙ୍କ ତରଫରୁ ଲାଗୁ ହୋଇଥିବା ଏକ ବଢ଼ିଆ ସ୍କିମ। ଯାହା ଖାସ କରି ଝିଅମାନଙ୍କ ପାଇଁ ତିଆରି କରାଯାଇଛି। ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ। ଏହା ମଧ୍ୟରେ ଅନେକ ଲିମିଟ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା…

୨ ହଜାର ଟଙ୍କା ବଦଳ ପାଇଁ ଦେବାକୁ ପଡ଼ିବନି ଫର୍ମ ଓ ପରିଚୟ ପତ୍ର : ସ୍ପଷ୍ଟ କଲା SBI

ନୂଆଦିଲ୍ଲୀ : ୨ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦରକାର ପଡ଼ିବନି କୌଣସି ଫର୍ମ। କୌଣସି ପରିଚୟ ପତ୍ର ମଧ୍ୟ ଆବଶ୍ୟକ ହେବ ନାହିଁ। ଏନେଇ ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏସବିଆଇର ଚିଫ୍‌ ଜେନେରାଲ ମ୍ୟାନେଜର ସମସ୍ତ ସର୍କଲର ଲୋକାଲ ହେଡ୍‌ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ୨୦ହଜାର…

ଷ୍ଟେଟ ବ୍ୟାଙ୍କରେ SCO ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ବ୍ୟାଙ୍କରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ। ଏସବିଆଇ ସ୍ପେଶାଲିଷ୍ଟ କ୍ୟାଡର ଅଫିସର(ଏସସିଓ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ sbi.co.in କୁ ଯାଇ…

ଘରେ ବସି ଅନଲାଇନରେ ଏପରି ବଦଳାନ୍ତୁ ନିଜ SBI ଆକାଉଣ୍ଟ ବ୍ରାଞ୍ଚ, ଜାଣନ୍ତୁ ସହଜ ଷ୍ଟେପ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି ବଢ଼ିଆ ସୁବିଧା। ଏମିତିରେ ଆପଣ ଯଦି ଘରେ ବସି ନିଜ ଏସବିଆଇ ବ୍ୟାଙ୍କର ବ୍ରାଞ୍ଚ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆଉ ଡ଼େରି କାହିିଁକି? ଏସବିଆଇର ଏହି ସହଜ ଫୁର୍ମଲାରେ ଆପଣ ଘରେ ବସି ହିଁ…

SBI IRIS Scanner କ’ଣ ?

ଖୁବ ଶୀଘ୍ର ପେନସନର୍ସ ଓ ସିନିଅର ସିଟିଜେନଙ୍କ ପାଇଁ ଏସବିଆଇ ଆଣୁଛି ବଢ଼ିଆ ସୁବିଧା। ଏହି ସୁବିଧାରେ ଘରର ବରିଷ୍ଠ ନାଗରିକଙ୍କ ଆକାଉଣ୍ଟ ଥିଲେ ସେମାନଙ୍କ ଆଖି ସ୍କାନ କରି ସେମାନଙ୍କ ପରିଚୟକୁ ଚିହ୍ନଟ କରାଯିବ। ଏହାକୁ ଆଇରିସ୍‌ ସ୍କାନର କୁହାଯାଉଛି। କଣ ଏହି ସୁବିଧା କିପରି ଏହାର ଫାଇଦା…

SBI Qucik Missed Call Banking ସେବାର ଉଠାନ୍ତୁ ଫାଇଦା

ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଦର୍ଶକବନ୍ଧୁ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଦ୍ୱାରା ବଡ ସୂଚନା ଦିଆଯାଇଛି। କୋଟି କୋଟି ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବ୍ୟାଙ୍କ କିଛି ନମ୍ବର…

SBI ରେ ବମ୍ପର ଭର୍ତ୍ତି, ବିନା ପରୀକ୍ଷାରେ ହେବ ଚୟନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏସବିଆଇରେ ହଜାରରୁ ଅଧିକ ପଦବୀ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ ଅନୁରୋଧ । ଏହି ପଦବୀରେ ଆବେଦନ କରିବାର ତାରିଖ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଯାହା…

SBI ନା ପୋଷ୍ଟ ଅଫିସ କେଉଁ RDରେ ଅଧିକ ଲାଭ, ଜାଣନ୍ତୁ କେଉଁଥିରେ ହେବେ ମାଲାମାଲ

କେନ୍ଦ୍ର ସରକାର ନିକଟରେ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ଦର ବୃଦ୍ଧି କରିଛନ୍ତି । ଯାହାପରେ ପୋଷ୍ଟ ଅଫିସ ଆରଡିରେ ମିଳୁଥିବା ସୁଧର ଦର ୫.୮୦ ପ୍ରତିଶତରୁ ବୃଦ୍ଧି ପାଇ ୬.୨୦ ପ୍ରତିଶତ ହୋଇଯାଇଛି । ସେହିପରି ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏସବିଆଇରେ…

SBI ରେ ବମ୍ପର ଭର୍ତ୍ତି, ଆବେଦନ ପ୍ରକ୍ରିୟା ଆରମ୍ଭ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଖାଲିପଡିଥିବା ୮୬୮ ପଦବୀ ପାଇଁ ଆବେଦନ କରିପାରିବେ। ବିଜନେସ କରେନ୍ସପଣ୍ଡେଣ୍ଟ ଫ୍ୟାସିଲିଟେଟର ପଦବୀ ପାଇଁ ଖାଲି ପଡିଛି । ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ…

ଏବେ ଏହି ଯୋଜନାରେ ବିନିଯୋଗ କଲେ ପାଇବେ ଖାଲି ଲାଭ

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ…