ଯାଦୁ, କାଛୁ, କୁଣ୍ଡିଆକୁ ମୂଳରୁ ନାଶ କରେ ଏହି ଫୁଲ!
ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି, ଯେଉଁ କାରଣରୁ ଅନେକ ଲୋକ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଜଟିଳ ରୂପ ଧାରଣ କରୁଛି। ଏଥିରେ ଆକ୍ରାନ୍ତ ଲୋକଙ୍କୁ ଯାଦୁ, କାଛୁ, କୁଣ୍ଡିଆ, ଦାଗ ଭଳି ସମସ୍ୟା ଦେଖାଦେଉଛି। ଯଦି ସମୟ ପୂର୍ବରୁ…