scb stretch

କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ, ରାଣୀହାଟ,ମେଡିକାଲ ରୋଡ଼ରେ ୩୦ ଘର ଉଚ୍ଛେଦ

କଟକ: ଏସସିବି ସମ୍ପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଜଗତପୁର ନିମପୁରରେ ଥଇଥାନ ପାଇଁ ଯାଗା ଦିଆଯାଇଛି ।…

4 years ago