ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା: ଝିଅ ମାନଙ୍କୁ ମିଳିବ ୫୦୦୦୦ ଟଙ୍କା
ଝିଅ ମାନଙ୍କ ଉନ୍ନତି ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଯେଉଁଥି ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନାର ଶୁଭାରମ୍ଭ କରୁଛନ୍ତି । ରାଜସ୍ଥାନ ସରକାର ଏହି ମୁଖ୍ୟମନ୍ତ୍ରୀ ରାଜଶ୍ରୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସମାଜର ଝିଅମାନଙ୍କ ପ୍ରତି ସକରାତ୍ମକ ଚିନ୍ତାଧାରାର…