ଛାତ୍ରୀଙ୍କ ପାଇଁ ସ୍କଲାରସିପ୍ ଘୋଷଣା କଲା କୋଟାକ୍ ମହିନ୍ଦ୍ରା ଗ୍ରୁପ୍, ମିଳିବ ୧.୫ ଲକ୍ଷ ଟଙ୍କା
ଗ୍ରାଜୁଏସନ୍ ପଢ଼ିବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ସିଏସ୍ଆର ପ୍ରୋଜେକ୍ଟରେ କୋଟାକ୍ କନ୍ୟା ସ୍କଲାରସିପ୍ ଘୋଷଣା କରିଛି କୋଟାକ୍ ମହିନ୍ଦ୍ରା ଗ୍ରୁପ୍ କମ୍ପାନୀ। କୋଟାକ୍ ଏଜୁକେସନ୍ ଫାଉଣ୍ଡେସନ୍ ପକ୍ଷରୁ ଦ୍ୱାଦଶ ପାସ୍ ଛାତ୍ରୀଙ୍କ ପାଇଁ କୋଟାକ୍ କନ୍ୟା ସ୍କଲାରସିପ୍ ୨୦୨୨ ଘୋଷଣା…