Browsing Tag

school

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାର ଯେଉଁ ନିଆରା ପଦକ୍ଷେପ, ଅନ୍ୟଙ୍କ ପାଇଁ ଉଦାହରଣ

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଚରମ୍ପା ପଞ୍ଚାୟତରେ ରହିଛି ଥୋରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୫୮ ମସିହାରେ ଏହି ବିଦ୍ୟାଳୟକୁ ଗ୍ରାମବାସୀ ମାନେ ପ୍ରତିଷ୍ଠା କରିଥିଲେ । ପ୍ରଥମେ ଚାଳ ଘରେ ଶିକ୍ଷାଦାନ ହେଉଥିବା ବେଳେ ଏବେ ପକ୍କା ଘର ଭିତରେ ଶିକ୍ଷାଦାନ କରାଯାଉଛି । କିନ୍ତୁ ଏହାର…

ବଦଳିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ, ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ବଦଳିବ । ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏସବୁ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ୨୦୨୬-୨୭…

ମିଳିଲାନି ଛୁଟି, ଦେହରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ପାଟଣାଗଡ଼ : ଅସୁସ୍ଥତା ସତ୍ତ୍ବେ ଛୁଟି ନମିଳିବାରୁ ଦେହରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ ।…

ପ୍ରମୋସନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ

ନୟାଗଡ : କଣ ଲାଞ୍ଚ ନଦେଲେ ପ୍ରମୋସନ୍ ବି ହୁଏନି ? ଏହା ସତ ନା ଖାଲି ଶୁଣାକଥା ? ତାହା ପୁଣି ସରକାରୀ ଅଫିସରେ ? ଏସବୁ ତଥ୍ୟ ନଥିବା ଅଭିଯୋଗ ନୁହେଁ ତ? ଏଭଳି କିଛି ଅଭିଯୋଗ ଆସିଛି ନୟାଗଡ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ । ଅଫିସର କିଛି ଅଧିକାରୀ ଭିନ୍ନ କୌଶଳରେ ଦୁର୍ନୀତିକୁ…

ଅବ୍ୟବସ୍ଥା ମଧ୍ୟରେ ସେବାଶ୍ରମ ବିଦ୍ୟାଳୟ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଧମାଳ: ଶ୍ରେଣୀ ଗୃହ ଗୁଡିକ ସବୁ ଭାଙ୍ଗି ରୁଜି ଗଲାଣି । କେଉଁଠି ଛାତରୁ ଲୁହା ରଡ ଦେଖାଗଲାଣି ତ ଆଉ କେଉଁଠି ଆଜବେଷ୍ଟ କଣା ହୋଇ ଗଲାଣି । ଆଉ କେଉଁଠି ଶୌଚାଳୟର କବାଟ ଭାଙ୍ଗି ଗଲାଣି ।ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉପଯୁକ୍ତ ଶ୍ରେଣୀ ଗୃହ…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ, ନିଲମ୍ବନ ସହ ଅଭିଯୁକ୍ତ ଶିକ୍ଷକ ଗିରଫ

ଯାଜପୁର : ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ସ୍କୁଲ୍ ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ବାପା ମା’ ପରେ ଗୁରୁ ହିଁ ପ୍ରତ୍ୟେକ ପିଲାର ମାର୍ଗ ଦର୍ଶକ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଗୁରୁ । ଅନେକ ଶିକ୍ଷା…

ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପାଳିଲେ ସରସ୍ଵତୀ ପୂଜା

ବାଲେଶ୍ୱର : ବନ୍ଧା ଯାଇଛି ଟେଣ୍ଟ । ବାଜୁଛି ଘଣ୍ଟି । ମନ୍ତ୍ର ପଢ଼ୁଛନ୍ତି ନନା । ସ୍କୁଲ ଗେଟ୍ ବାହାରେ ମନ୍ତ୍ର ଧ୍ବନିରେ କମ୍ପୁଛି ପରିବେଶ । ମା ସରସ୍ବତୀଙ୍କୁ ପୂଜା କରିବା ପାଇଁ ଧାଡ଼ିରେ ଠିଆ ହୋଇଛନ୍ତି ଛାତ୍ର ଛାତ୍ରୀ । ଏ ଚିତ୍ର ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନାଁ । କିଛି ବୁଝି ପାରୁ…

ଶିକ୍ଷାନୀତିରେ ଆସିଲା ନୂଆ ନିୟମ: ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ଲେଖିଇପାରିବେ ନାମ

ଭୁବନେଶ୍ୱର : ଶିକ୍ଷାନୀତିରେ ଆସିଲା ନୂଆ ନିୟମ ।  ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ । ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ…

ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ ବା NEP ୨୦୨୦ । ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ଐତିହାସିକ ପଦକ୍ଷେପ । ଶିକ୍ଷା ସରଳୀକାରଣ ହେବ। FLMର ନିପୁଣ ଓଡ଼ିଶା ଲାଗୁ କରାଯିବ । ପ୍ରାଥମିକ…

ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼: ସ୍କୁଲ୍ ରୁ ମୋ ପାଖକୁ ଫୋନ୍ ଆସିଲା ଜଣେ ଶିକ୍ଷକ କହିଲେ ସ୍କୁଲ୍ ଛୁଟି ହେବା ପୂର୍ବରୁ ଆସିକି ଦେଖା କର । ମୁଁ ସଙ୍ଗେ ସଙ୍ଗେ କଣ ହୋଇଛି ବୋଲି ଭାବି ସ୍କୁଲ୍ କୁ ଧାଇଁଗଲି । ଦେଖିଲାରୁ ମୋ ପୁଅର ଅବସ୍ଥା ଏମିତି । ମୋ ପୁଅ ପିଠିରେ ମାଡ଼ ଦାଗ । ପଚାରିଲାରୁ ଶିକ୍ଷକ ବାଡ଼େଇଛନ୍ତି…

ସ୍କୁଲରେ ପାଠ ପଢ଼ୁଥିବା ବେଳେ ଚତୁର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ରାୟଗଡ଼ା: ଝିଅକୁ ଧରି ଛାତି ବାଡ଼େଇ କାନ୍ଦୁଛି ମା’। ସେ ଆଉ ହଲଚଲ ହେଉନି । ତା ଦେହରେ ଆଉ ଜୀବନ ନାହିଁ । କଣ ହୋଇଛି ମୋ ଝିଅର ? ମୋ ଝିଅ ଉଠୁନି କାହିଁକି ? ମୋ ସହ କଥା ହେଉନି କଣ ପାଇଁ ? ଏଭଳି ଚିତ୍କାର କରି ଭୋ ଭୋ ହୋଇ କାନ୍ଦୁଛି ମା’ ଜଣକ । ପାଖରେ ରୁଣ୍ଡ ହୋଇଛନ୍ତି ଲୋକେ । ପାଠ ପଢ଼ୁଥିବା…

୨୦୨୫ ସୁଦ୍ଧା ସ୍କୁଲ ସ୍ତରରେ ନୂଆ ଜାତୀୟ ଶିକ୍ଷା ନୀତି, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ…