Browsing Tag

school admission open

ଅଭିଭାବକମାନଙ୍କୁ ଆଶ୍ବସ୍ତି, ଘୁଞ୍ଚିଲା ସ୍କୁଲ୍ ଆଡ଼ମିଶନ ତାରିଖ

କେନ୍ୟୁଜ୍(ବ୍ୟୁରୋ): ଅଭିଭାବକମାନଙ୍କୁ ଆଶ୍ବସ୍ତୀ। ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। ଚିଳିତ ବର୍ଷ କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚାଇଛନ୍ତି  ରାଜ୍ୟ ସରକାର।  ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ…

ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ : ସକାଳ ୭ଟା ରୁ ଆରମ୍ଭ ହୋଇ ୯ଟା ୩୦ ଭିତରେ ସରିବ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ହେବ ନାମ ଲେଖା । ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହିତ…