Browsing Tag

school closed in delhi

ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ: ଆଜିଠୁ ସବୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ । ସାଂଘାତିକ ବାୟୁ ପ୍ରଦୂଷଣ ପାଇଁ ପରବର୍ତ୍ତୀ ଆଦେଶ ଯାଏ ଦିଲ୍ଲୀର ସବୁ ସ୍କୁଲ ବନ୍ଦ ରହିବ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଏହା କହିଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ମାମଲାରେ ଶୁଣାଣି ହୋଇଥିଲା ।…