Browsing Tag

school fee

୨୦୨୦-୨୧ ଶିକ୍ଷାବର୍ଷରେ ୭ଟି ସ୍ଲାବରେ କରାଯିବ ସ୍କୁଲ ଫି’ କୋହଳ, ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବିଜ୍ଞପ୍ତି ଜାରି…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋହଳ ହେବ ସ୍କୁଲ ଫି । ୨୦୨୦-୨୧ ଶିକ୍ଷାବର୍ଷରେ ୭ଟି ସ୍ଲାବରେ ସ୍କୁଲ ଫି’ କୋହଳ କରାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ୭.୫ରୁ ୨୬ ପ୍ରତିଶତ ଯାଏ ସ୍କୁଲ ଫି’ ହ୍ରାସ କରାଯିବ । ସେପ୍ଟେମ୍ବର ୧୦ରେ…

ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ନୋଟିଫିକେସନ ଜାରି : ସ୍କୁଲ୍ ଫି କୋହଳ କରିବାକୁ ସବୁ ସ୍କୁଲକୁ ରାଜ୍ୟ ସରକାରଙ୍କ…

ଭୁବନେଶ୍ବର: ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ନୋଟିଫିକେସନ କଲେ ରାଜ୍ୟ ସରକାର । ସେପ୍ଟେମ୍ବର ୧୦ରେ ହୋଇଥିବା ଏମଓୟୁ ଅନୁଯାୟୀ ଫି ଛାଡ଼ କରିବାକୁ ଘରୋଇ ସ୍କୁଲ ଗୁଡିକୁ ଅନୁରୋଧ କରିଛନ୍ତି । ଜାନୁଆରୀ ୭ ତାରିଖରେ ସମସ୍ତ ମାମଲାର ପୂର୍ଣଛେଦ ଦେଇଥିଲେ ଓଡିଶା…

ରାଜ୍ୟରେ କମିବ କି ସ୍କୁଲ ଫି? ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ବର: ରାଜ୍ୟରେ କମିବ କି ସ୍କୁଲ ଫି। ଏନେଇ ହାଇକୋର୍ଟରେ ଆଜି ଶୁଣାଣି ହେବ। ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସରକାର ପ୍ରତ୍ୟୁତ୍ତର ଦାଖଲ କରିବାକୁ…

ରାଜ୍ୟରେ ଘରୋଇ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନାହିଁ, ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଜବାବ ଦାଖଲ କଲେ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନାହିଁ । ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରି ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟ ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ ପଲିସି ଥିବା ବେଳେ ଓଡ଼ିଶାରେ କାହିଁକି ଏଭଳି ନୀତି ନାହିଁ ବୋଲି…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସାତଟି ସ୍ଲାବରେ ଫି’ ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଛନ୍ତି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଓଡିଶା ହାଇକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା । ଗତ ୧ ତାରିଖରେ ଏହି ମାମଲାର…

କରୋନା ମହାମାରୀ ପାଇଁ ତିନି ମାସର ସ୍କୁଲ ଫି’ ପଇଠ କରିବାର ଅବଧି କୋହଳ

ଭୁବନେଶ୍ୱର : ସମଗ୍ର ଦେଶ ତଥା ବିଶ୍ୱ ଏବେ କରୋନା ମହାମାରୀ ଜନିତ ବିପର୍ଯ୍ୟୟରେ ଜର୍ଜରିତ ଓ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍କୁଲ ଫି’ ଛାଡ଼, କୋହଳ ବା…