Browsing Tag

school merge

ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ମିଶ୍ରଣ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୨୦ ମାର୍ଚ୍ଚ ୧୧ରେ ନୋଟିଫିକେସନ କରିଥିଲେ ରାଜ୍ୟ ସରକାର । ୨୦ରୁ କମ୍‌ ପିଲା ଥିବା ସ୍କୁଲ ନିକଟସ୍ଥ ସ୍କୁଲର ମିଶିବାର ପ୍ରସ୍ତାବ ରହିଥିଲା ।…