ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ହୋଇନି କରୋନା, ତେଣୁ ବନ୍ଦ ହେବ ନାହିଁ ସ୍କୁଲ୍ : ସମୀର ଦାଶ
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ସଂକ୍ରମଣ ବଢୁଥିଲେ ବି ନବମ ଓ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି । ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ଚିହ୍ନଟ ହୋଇଛନ୍ତି…