Browsing Tag

school open

ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ୍ ସହିତ ରାଜ୍ଯର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ): ଖରାଛୁଟି ପରେ ଆଜିଠାରୁ ଖୋଲିଛି ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ,ଉଚ୍ଚମାଧ୍ୟମିକ ସ୍କୁଲ୍ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ । ଏହା ସହିତ ରାଜ୍ଯର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ଯ…

୫ ଦିନ ପରେ ଆଜିଠୁ ଖୋଲିଲା ସ୍କୁଲ୍, ଚାଲିଛି ପାଠପଢା

ଭୁବନେଶ୍ବର(କେନ୍ୟୁଜ): ୫ ଦିନ ପରେ ଖୋଲିଲା ସ୍କୁଲ , ଚାଲିଲା ପାଠପଢା । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ମଧ୍ୟାହ୍ନ ଭୋଜନ ପରେ ସକାଳ ୯ଟାରେ ସ୍କୁଲ ବନ୍ଦ ହେବ। ତେଣୁ ପିଲାଙ୍କ ଉପରେ ହିଟୱେଭ୍‌ ପ୍ରଭାବ ପଡିବନି । ଏହାଦ୍ୱାରା କ୍ଷତି ହୋଇଥିବା ୨ ବର୍ଷ ପାଠର ଭରଣା…

ଅଭିଭାବକଙ୍କୁ ଆଶ୍ବସ୍ତି: ସ୍କୁଲ୍ ଖୋଲିଲେ ବି ଜାରି ରହିବ ଅନଲାଇନ୍ କ୍ଲାସ୍ !

ଭୁବନେଶ୍ବର(କେନ୍ଯୁଜ୍): ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ନିଷ୍ପତ୍ତି । ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ଏହି ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ଶିକ୍ଷା ଆରମ୍ଭ କରାଯିବ। ପ୍ରଥମରୁ ପଞ୍ଚମ ଯାଏ ଚାଲିବ କ୍ଲାସ ।…

ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ, ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ଏକାଦଶ ଶ୍ରେଣୀ। କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରୋଟୋରୀ, ଟଏଲେଟ…

ବେଲ୍‌ ବାଜିଲା, ଖୋଲିଲା ସ୍କୁଲ୍ : ଅଭିଭାବକଙ୍କ ଅନୁମତି ନେଇ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ବେଲ୍‌ ବାଜିଲା, ଖୋଲିଲା ସ୍କୁଲ । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଲେ ଛାତ୍ରଛାତ୍ରୀ । ଥର୍ମାଲ ସ୍କ୍ରିନିଂ ପରେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ତେବେ ଆଜିର ପିଲାଙ୍କ ଆଟେଣ୍ଡାନସକୁ ଅପେକ୍ଷା ରହିଛି । କେତେ ପ୍ରତିଶତ ପିଲା…

ଆଜିଠୁ ଖୋଲିବ ସ୍କୁଲ୍, ଅଫ୍‌ଲାଇନରେ ପାଠ ପଢିବା ପାଇଁ କେବଳ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ। ଅଫ୍‌ଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଆଧାରରେ ହେବ ଶ୍ରେଣୀ ଗୃହ ପାଠପଢା। ସ୍କୁଲ ଓ ହଷ୍ଟେଲ ଉଭୟରେ…

ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ, ନବମ ଶ୍ରେଣୀ ଖୋଲିବା ନିଷ୍ପତ୍ତି ଅଗଷ୍ଟ ୧୬ରେ ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ବାଦଶ ଶ୍ରେଣୀ,ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରେସ ମିଟରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ସୂଚନା ।  କୋଭିଡ଼ କଟକଣା ମଧ୍ୟରେ ଖୋଲାଯିବ ସ୍କୁଲ ଓ କଲେଜ। ସକାଳ ୧୦ଟାରୁ ୧.୩୦ ଯାଏଁ ଚାଲିବ ପାଠପଢା।  ଏହ…

ଜୁନ୍‌ ପହିଲାରୁ ଖୋଲିବ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱ ବିଦ୍ୟାଳୟ ଓ ଡିଗ୍ରୀ କଲେଜ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ କଲେଜ ଗୁଡିକ ଜୁନ୍‌ ପହିଲାରୁ ଖୋଲିବ । ମେ’ ୩୧ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ଖରାଦିନ…

ଗ୍ରୀଷ୍ଣ ଲହରୀ ପାଇଁ ବଦଳିଲା ସ୍କୁଲ ପାଠପଢା ସମୟ, କେଉଁ ସ୍କୁଲ କେଉଁ ସମୟରେ ଖୋଲିବ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ଗ୍ରୀଷ୍ଣ ଲହରୀ ପାଇଁ ବଦଳିଲା ସ୍କୁଲ ପାଠପଢା ସମୟ। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ ପାଠପଢା ପାଠପଢା ପୂର୍ବରୁ ସାଢ଼େ ୮ରୁ ୧୦ଟା ସମୟ ଥିଲା ।  ସେହିପରି ଦଶମ ଓ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ଗୋଟାଏ ଯାଏଁ ପାଠପଢା ହେବ । ପୂର୍ବରୁ…

ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, କରୋନା ସ୍ଥିତିକୁ ଦେଖି କରାଯାଉଛି ପୁନର୍ବିଚାର : ସମୀର ଦାଶ

ଭୁବନେଶ୍ବର: ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । କରୋନା ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଛତିଶଗଡ଼ରେ ସଂକ୍ରମଣ ବଢିଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ…

ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ: ପ୍ରତିଦିନ ସକାଳ ସାଢେ ୮ଟାରୁ ସାଢେ ୧୦ଟା ଯାଏ ହେବ କ୍ଲାସ୍ , ଏପ୍ରିଲ ଶେଷ ସପ୍ତାହରେ…

ଭୁବନେଶ୍ବର: ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ । ସକାଳ ସାଢେ ୮ଟାରୁ ଦିନ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ ହେବ । ପ୍ରତ୍ୟେକ ଦିନ ତିନିଟି ପିରିୟଡ଼ରେ ପାଠପଢା ହେବ । ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର ନବମ ଓ ଏକାଦଶ ପାଠପଢା ହେବ ନାହିଁ । ନବମ…

ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, ଏଥିପାଇଁ ପ୍ରସ୍ତୁତ ହେଉଛି ଏସ୍‌ଓପି: ସମୀର ଦାଶ

ଭୁବନେଶ୍ବର: ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସ୍‌ଆରସି ମାର୍ଗଦର୍ଶିକା ଜାରି କରିବେ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି…