ବିଦ୍ୟାଳୟ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ତାହା ଅସ୍ପଷ୍ଟ
ପାରାଦୀପ (କେନ୍ୟୁଜ): ବିଦ୍ୟାଳୟ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଘଟଣାର ତଦନ୍ତ କରୁଛି ପୋଲିସ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ସନ୍ତରା ଗାଦୀବ୍ରହ୍ମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ। ତେବେ…