Browsing Tag

school reopen

ତାତି ଓ ଗୁଳୁଗୁଳିରୁ ମିଳିଛି ଆଶ୍ୱସ୍ତି, କାଲିଠୁ ସକାଳ ସାଢ଼େ ୬ଟାରୁ ୧୦ଟା ଯାଏ ପାଠପଢ଼ା ଚାଲିବ

କେନ୍ୟୁଜ୍(ବ୍ୟୁରୋ): କମିଛି ଖରା । ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । କାଲିଠୁ ରାଜ୍ୟରେ ଖୋଲିବ ସ୍କୁଲ । ଗ୍ରୀଷ୍ମପ୍ରବାହ କମିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କୁଲ ଖୋଲିବାକୁ ଜିଲ୍ଲାପାଳଙ୍କୁ…

କରୋନା ପରେ ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ, ଚିନ୍ତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ । ୨ ବର୍ଷ ଧରି କରୋନା ମହାମାରୀ ପରେ ସ୍କୁଲ ଖୋଲିଥିବା ବେଳେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସୁନଥିବାରୁ ଚିନ୍ତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ…

୫ ଦିନ ପରେ ଆଜିଠୁ ଖୋଲିଲା ସ୍କୁଲ୍, ଚାଲିଛି ପାଠପଢା

ଭୁବନେଶ୍ବର(କେନ୍ୟୁଜ): ୫ ଦିନ ପରେ ଖୋଲିଲା ସ୍କୁଲ , ଚାଲିଲା ପାଠପଢା । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ମଧ୍ୟାହ୍ନ ଭୋଜନ ପରେ ସକାଳ ୯ଟାରେ ସ୍କୁଲ ବନ୍ଦ ହେବ। ତେଣୁ ପିଲାଙ୍କ ଉପରେ ହିଟୱେଭ୍‌ ପ୍ରଭାବ ପଡିବନି । ଏହାଦ୍ୱାରା କ୍ଷତି ହୋଇଥିବା ୨ ବର୍ଷ ପାଠର ଭରଣା…

ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢା

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ସକାଳୁଆ ସ୍କୁଲ ସମୟ । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ତାରିଖରୁ ପିଲାମାନେ ସକାଳୁ ପାଠ ପଢ଼ିବାକୁ ସ୍କୁଲ ଆସିବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା୩୦ରୁ ୧୦ଟା ୩୦ ପାଠପଢ଼ା ହେବ । ସେହିପରି ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ…

ଦୁଇବର୍ଷ ପରେ ଆଜିଠୁ ଖୋଲିଲା ପ୍ରଥମରୁ ୫ମ ଶ୍ରେଣୀ, ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଯାପକ ପ୍ରସ୍ତୁତି

ଭୁବନେଶ୍ବର(କେନ୍ଯୁଜ୍): ଦୁଇବର୍ଷ ପରେ ଆଜିଠୁ ଖୋଲିଲା ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଶ୍ରେଣୀଗୃହ ପାଠପଢା ମଧ୍ୟ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ…

ଦୁଇବର୍ଷ ପରେ କାଲିଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ: ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ

କେନ୍ୟୁଜ୍(ବ୍ୟୁରୋ): ଦୁଇବର୍ଷ ପରେ କାଲିଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଶ୍ରେଣୀଗୃହ ପାଠପଢା ମଧ୍ୟ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍କୁଲ ଖୋଲିବା ନେଇ ଗତ ୨୫…

ବଦଳିଲା ତାରିଖ, ୧୪ ପରିବର୍ତ୍ତେ ୨୮ ତାରିଖରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

କେନ୍ୟୁଜ୍(ବ୍ୟୁରୋ): ଘୁଞ୍ଚିଲା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଆସିବା ତାରିଖ। ଆସନ୍ତା ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସରୁମା…

ଦୁଇ ବର୍ଷ ପରେ ଆଜି ବାଜିଛି ସ୍କୁଲ ଘଣ୍ଟା, ମିଳିମିଶି ପାଠପଢା କ୍ଷତିକୁ ଭରଣ କରିବା: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ପ୍ରାୟ ୨ବର୍ଷ ପରେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ଖୋଲିଥିବାରୁ ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି।…

ଆଜିଠୁ ସ୍କୁଲ୍: ଅଷ୍ଟମ ଶ୍ରେଣୀରୁ ଉପର କ୍ଲାସ ଯାଏ ଶ୍ରେଣୀଗୃହରେ ହେବ ଶିକ୍ଷାଦାନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ । ଅଷ୍ଟମ ଶ୍ରେଣୀରୁ ଉପର କ୍ଲାସ ଯାଏ ଶ୍ରେଣୀଗୃହରେ ହେବ ଶିକ୍ଷାଦାନ । ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢା। ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ଫ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଖୋଲିବ।…

ଦୁଇ ବର୍ଷ ପରେ ସ୍କୁଲର ହତା ମାଡିବେ ଛାତ୍ରଛାତ୍ରୀ : ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ୍‌

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବରୁ ଥିବା ଗାଇଡଲାଇନ୍‌ ଅନୁସାରେ ସ୍କୁଲ, କଲେଜ ଖୋଲିବ । ପାଠପଢ଼ାରେ ହୋଇଥିବା କ୍ଷତି ଭରଣା ପାଇଁ ଅତିରିକ୍ତ କ୍ଲାସ୍‌ ହେବ । ଆବଶ୍ୟକ ପଡ଼ିଲେ ଖରାଦିନ ଛୁଟି ଅବଧି କମାଇ ପାରିବେ ବିଭିନ୍ନ ବିଭାଗ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପୂର୍ବରୁ ଜାରି ଗାଇଡଲାଇନ…

ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ କଲେଜ, ୧୪ରୁ କେଜିରୁ ସପ୍ତମ ସ୍କୁଲ ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ  ଫେବ୍ରୁଆରୀ ୭ରୁ ଖୋଲିବ ସ୍କୁଲ କଲେଜ। ଅଷ୍ଟମରୁ ଉପରକୁ ସ୍କୁଲ ଖୋଲିବା ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । କେଜିରୁ ୭ମ ଶ୍ରେଣୀ ଫେବ୍ରୁଆରୀ ୧୪ରୁ ଖୋଲିବ। ଛାତ୍ରଛାତ୍ରୀ ଅଫଲାଇନ କିମ୍ବା ଅନଲାଇନରେ ପାଠ ପଢିପାରିବେ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ…

ପୁଣି ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର,ଆସନ୍ତାକାଲି ଖୋଲିବନି ପ୍ରାଥମିକ ସ୍କୁଲ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଖୋଲିବନି ପ୍ରାଥମିକ ସ୍କୁଲ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ। ଆସନ୍ତାକାଲି ୨୩ହଜାର ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ହୋଇଥିଲା। ତେବେ ରାଜ୍ୟରେ ସାଂପ୍ରତିକ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତିକୁ ଦେଖି…