Browsing Tag

school reopen

ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ସକାଳ ୯.୩୦ ମିନିଟରୁ ଅପରାହ୍ନ ଗୋଟାଏ ଯାଏ କ୍ଲାସ୍‌ ରୁମ୍‌ରେ ହେବ ପାଠ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ। ସବୁ ସରକାରୀ ଓ ବେସରକାରୀ ସ୍କୁଲରେ ଆରମ୍ଭ ହେବ ଅଫ୍‌ଲାଇନ ପାଠପଢା । ସକାଳ ୯.୩୦ ମିନିଟରୁ ଅପରାହ୍ନ ଗୋଟାଏ ଯାଏ କ୍ଲାସ୍‌ ରୁମ୍‌ରେ ପାଠ ପଢାଯିବ । ରବିବାର ଓ ଅନ୍ୟ ଛୁଟି ଦିନ ମାନଙ୍କରେ ଶ୍ରେଣୀଗୃହ ପଢା ବନ୍ଦ ରହିବ ।…

୨୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ଅଷ୍ଟମ ଶ୍ରେଣୀ, କ୍ଲାସରୁମରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ବର(କେନ୍ଯୁଜ୍): ୨୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ଅଷ୍ଟମ ଶ୍ରେଣୀ । କ୍ଲାସରୁମରେ ଆରମ୍ଭ ହେବ ପାଠପଢ଼ା । ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ସକାଳ ୯ଟାରୁ ଅପରାହ୍ଣ ସାଢ଼େ ୧୨ଟା ଯାଏ…

ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌ । ୨୫ ତାରିଖରୁ ଅଷ୍ଟମ ଓ ୨୧ ତାରିଖରେ ଖୋଲିବ ଏକାଦଶ ଶ୍ରେଣୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂଜା ଛୁଟି ପରେ ଏହି ଦୁଇ ଶ୍ରେଣୀ ଖୋଲିବା ପାଇଁ ଆନୁସଙ୍ଗିକ ପ୍ରସ୍ତୁତି…

ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ, ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢ଼ା

ଭୁବନେଶ୍ୱର(କେ ନ୍ୟୁଜ):  ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌ । ୨୫ ତାରିଖରୁ ଅଷ୍ଟମ ଓ ୨୧ ତାରିଖରେ ଖୋଲିବ ଏକାଦଶ ଶ୍ରେଣୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏନେଇ ଖୁବ ଶୀଘ୍ର ଡିଇଓ ମାନଙ୍କର ଏକ ବୈଠକ ବସିବ । କୋଭିଡ ପାଇଁ ପୂର୍ବରୁ…

ବେଲ୍‌ ବାଜିଲା, ଖୋଲିଲା ସ୍କୁଲ୍ : ଅଭିଭାବକଙ୍କ ଅନୁମତି ନେଇ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ବେଲ୍‌ ବାଜିଲା, ଖୋଲିଲା ସ୍କୁଲ । ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଲେ ଛାତ୍ରଛାତ୍ରୀ । ଥର୍ମାଲ ସ୍କ୍ରିନିଂ ପରେ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ତେବେ ଆଜିର ପିଲାଙ୍କ ଆଟେଣ୍ଡାନସକୁ ଅପେକ୍ଷା ରହିଛି । କେତେ ପ୍ରତିଶତ ପିଲା…

ଆଜିଠୁ ଖୋଲିବ ସ୍କୁଲ୍, ଅଫ୍‌ଲାଇନରେ ପାଠ ପଢିବା ପାଇଁ କେବଳ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ। ଅଫ୍‌ଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଆଧାରରେ ହେବ ଶ୍ରେଣୀ ଗୃହ ପାଠପଢା। ସ୍କୁଲ ଓ ହଷ୍ଟେଲ ଉଭୟରେ…

କାଲି ଖୋଲୁଛି ସ୍କୁଲ, ଏହି ସବୁ ଏସଓପି ପାଳନ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲରେ ଏସଓପି ପାଳନ ନେଇ ଜିଲ୍ଲାପାଳଙ୍କ ସହ ଡିଇଓ ଓ ବିଇଓଙ୍କ ବୈଠକ। ଏସଓପି କଡ଼ାକଡ଼ି ପାଳନ ନେଇ ବୈଠକରେ ଆଲୋଚନା ହୋଇଛି। ସ୍କୁଲରେ ସାନିଟାଇଜର, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ପିଇବା ପାଣିର ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।…

୨୬ରୁ ଖୋଲୁଛି ଦଶମ ଓ ଦ୍ୱାଦଶ ଶ୍ରେଣୀ, ଟିକା ନେଇ ନଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିପାରିବେ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ସୋମବାର ଠାରୁ ଖୋଲୁଛି ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ । ଏହାପୂର୍ବରୁ କ୍ଲାସରୁମ୍‌ ଗୁଡ଼ିକୁ ବିଶୋଧନୀକରଣ କରାଯାଉଛି । କରୋନା ପାଇଁ ପିଲାଙ୍କ ସ୍ୱାସ୍ଥ୍ୟକୁ ଦେଖି ଅଗ୍ରାଧିକାର ଭିତ୍ତିରେ ଶିକ୍ଷକଙ୍କ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି ।…

ସରସ୍ୱତୀ ପୂଜା ପରେ ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ, ପ୍ରସ୍ତୁତ ହେଉଛି ଏସ୍‌ଓପି

କେନ୍ୟୁଜ୍(ବ୍ୟୁରୋ):  ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରାଯିବ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି…

ଛାତ୍ରଛାତ୍ରୀମାନେ ବ୍ୟାଗ୍ ସଜାଡ଼, ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

କେନ୍ୟୁଜ୍(ବ୍ୟୁରୋ):  ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ କଟକଣା ଭିତରେ ପାଠପଢ଼ା ହେବ । କରୋନା ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ କଲେଜ । ପୂର୍ବରୁ ଦଶମ ଓ…

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ସ୍କୁଲ୍, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡାଯାଉଛି

ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଖୋଲିଲା ସ୍କୁଲ । ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଶୋଚାଳୟ ପ୍ରସ୍ତୁତ ରଖାଯାଇଥିବାବେଳେ ପୁରା ସ୍କୁଲକୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି। ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ…