Browsing Tag

school student

ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୭ ଜଣ ଛାତ୍ରଛାତ୍ରୀ, ଭୟଭୀତ ଗ୍ରାମବାସୀ

ପିପିଲି: ଡରାଉଛି ଜଣ୍ଡିସ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଜଣକ ପରେ ଜଣେ ପାଖାପାଖି ୧୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟର ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଖାଇବା ଓ ବିଶୁଦ୍ଧ ପାନୀୟ ଜଳ ନମିଳିବା କାରଣରୁ ପିଲାଙ୍କୁ ଏହି ରୋଗ ହୋଇଥିବା ଅଭିଯୋଗ…

ଭୁଶୁଡ଼ୁଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ହରଭଙ୍ଗା ବ୍ଲକରେ ବନ୍ଦ ହେଲାଣି ୩୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ

ହରଭଙ୍ଗା: ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅଜବ ନୀତି । ଆର.ଟି.ଇ ନିୟମ ପାଇଁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ବନ୍ଦ ହେଲାଣି ୩୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ । ନିକଟସ୍ଥ ବିଦ୍ୟାଳୟରେ ପିଲାଙ୍କୁ ସାମିଲ ପରେ ବି ପ୍ରାକୃତିକ ପ୍ରତିବନ୍ଧକ ପାଇଁ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଫଳରେ…

ଭଙ୍ଗା ଦଦରା ଘରେ ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ ଜୀବନ, ଶିକ୍ଷା ବ୍ୟବସ୍ଥାରେ ଆସୁନି ସୁଧାର

ବାସୁଦେବପୁର: ଉତ୍ତମ ପରିବେଶ ଆଉ ସୁଷମ ଖାଦ୍ୟ ଖାଇ ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ିବେ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଯୋଜନା କରୁଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ କିଛି ସ୍ଥାନରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟରେ ଥିବା ଦେଖିବାକୁ ମିଳିଛି । ପିଲାମାନଙ୍କ…

କିଡନୀ ରୋଗରେ ପୀଡ଼ିତ ଗରିବ ଛାତ୍ର, ସାହାଯ୍ୟକୁ ଅପେକ୍ଷା କରିଛନ୍ତି ବାପା ମା’

କାକଟପୁର: ପୁଅକୁ ଭଲ କରିଦେବାକୁ କାକୁତି ମିନତୀ ହେଉଛନ୍ତି ମା’ ରଞ୍ଜନା । କଥା କହିବା ମାତ୍ରେ, ଆଖିରୁ ଲୁହ ଜକେଇ ଆସୁଛି । ଛାତିର କୋହକୁ ସମ୍ଭାଳି ପାରୁନାହାନ୍ତି ସେ । କାହିଁକି ନା ତାଙ୍କ ପନ୍ଦର ବର୍ଷ ବୟସର ପୁଅ ଉପରେ ଦାଉ ସାଧିଛି ଦଇବ । ମେଧାବୀ ଛାତ୍ର ହୋଇ ଜୀବନ ମରଣ ସହ ସଂଘର୍ଷ…

ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା, ପ୍ରସ୍ତାବକୁ ଅନୁମୋଦନ କଲେ ସରକାର

କେନ୍ୟୁଜ (ବ୍ୟୁରୋ ) : ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା । ଛାତ୍ର ଛାତ୍ରୀ ଏବେ ମାଗଣାରେ ସ୍କୁଲ ଯାଇପାରିବେ । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ଅନୁମୋଦନ କଲେ ସରକାର । ସ୍କୁଲ ପିଲା ଯାଇ ପାରିବେ ଉଭୟ ଏସି ଓ ନନ ଏସି ବସରେ । ସ୍କୁଲରେ ଛାତ୍ର ଡ୍ରପ ଆଉଟ ହାର…

ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ, ୧୦ ଛାତ୍ରଙ୍କ ନାଁରେ ମାମଲା ରୁଜୁ

କଟକ : କଟକରେ ଅଭାବନୀୟ ଘଟଣା । ଗଣ୍ଡରପୂର୍ ମହାନଦୀ ବିହାର ଅଞ୍ଚଳର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ଦୁଇ ଛାତ୍ରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୧୦ ଛାତ୍ରଙ୍କ ନାଁ ରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ବିଦ୍ୟାଳୟ ଲିଫ୍ଟରେ ଯିବାକୁ ନେଇ ଗତ…

ସ୍କୁଲ ଭ୍ୟାନରୁ ପଡ଼ି ସାତ ବର୍ଷର ଛାତ୍ରୀ ଗୁରୁତର ଆହତ, ଥାନାରେ ହେଲା ଅଭିଯୋଗ

କଟକ (କେନ୍ୟୁଜ୍) : ସ୍କୁଲ ଭ୍ୟାନରୁ ଗଳି ପଡ଼ି ଗୁରୁତର ଭାବରେ ଆହତ ହେଲେ ସାତ ବର୍ଷ ବୟସର ଜଣେ ଛାତ୍ରୀ। ଗତ ୧୩ ତାରିଖ ଦିନ ଘଟିଛି ଏଭଳି ଏକ ଅଘଟଣ। ଛାତ୍ରୀଙ୍କର ଶରୀରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି କ୍ଷତ। ଛାତ୍ରୀଙ୍କ ଘର କଖଡି ଅଞ୍ଚଳରେ ହୋଇଥିବା ବେଳେ, କଟକ ସହରର ଏକ ପ୍ରତିଷ୍ଠିତ…

ଅବସରରପରେ ଶିକ୍ଷକଙ୍କୁ ଝୁରୁଛନ୍ତି ଛାତ୍ରଛାତ୍ରୀ, ବାଜା ବଜାଇ ଦେଲେ ବିଦାୟ ସମ୍ବର୍ଦ୍ଧନା

ପାଟଣାଗଡ଼: ଗାଁ କୁ କୌଣସି ନେତା କି ଅଭିନେତା ଆସି ନଥିଲେ କି କୌଣସି ଉତ୍ସବ ନଥିଲା, ହେଲେ ବାଜୁଥିଲା ବାଜା, ହେଉଥିଲା କୀର୍ତ୍ତନ, ସମସ୍ତଙ୍କ ଦୁଆରେ ବସା ଯାଇଥିଲା କଳସ । ସମସ୍ତଙ୍କ ମନରେ ଦୁଃଖ, ଏ ଥିଲା ଜଣେ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା । ବଲାଙ୍ଗିର ଜିଲ୍ଲା…

ପୁରାତନ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ, ଶୋଭାଯାତ୍ରା କରି ଶିକ୍ଷକଙ୍କୁ ଦେଲେ ବିଦାୟ

ମାଲକାନଗିରି: ଏ ଦୃଶ୍ୟ ଦେଖିଲେ ଆପଣଙ୍କ ମନରେ ବରଯାତ୍ରୀର ଭ୍ରମ ସୃଷ୍ଟି ହେଉଥିବ କିନ୍ତୁ ଏ କେଉଁ ବରଯାତ୍ରୀର ଦୃଶ୍ୟ  ନୁହେଁ ଏ ହେଉଛି ଜଣେ ଶିକ୍ଷକଙ୍କୁ ଦିଆଯାଉଥିବା ବିଦାୟକାନୀନ ସମ୍ବର୍ଦ୍ଧନାର ଦୃଶ୍ୟ । ବାଣ ଫୁଟାଇ ବାଜା ବଜାଇ ଶିକ୍ଷକଙ୍କୁ ଦିଆଯାଉଛି ବିଦାୟ । ଏପଟେ ଯେଉଁ ଦୁରୁଆ ନାଚ…

କୁନି କୁନି ପିଲାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କଲେ କିମ୍ସ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତରୀ ଦଳ

ବାଲେଶ୍ବର: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ହିଁ ଉତ୍ତମ ସମାଜ ଗଠନ କରିବାରେ ଏକମାତ୍ର ମୂଳସୂତ୍ର । କ୍ୟାମ୍ପସ ମଧ୍ୟରେ ଉତ୍ତମ ଶିକ୍ଷା ପ୍ରଦାନ ଓ ଶୈଖିକ ବାତାବରଣ ତିଆରି କରିବାରେ ସ୍ୱାସ୍ଥ୍ୟକର ପରିବେଶ ସହ ଛାତ୍ରଛାତ୍ରୀ ମାନେ ସ୍ବାସ୍ଥ୍ୟବାନ ହେବା ନିହାତି ଜରୁରୀ । …ତେଣୁ…

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ସରକାର, ହଷ୍ଟେଲରେ ରହୁଥିବା ପିଲାଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ

ଭୁବନେଶ୍ୱର : ହଷ୍ଟେଲରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଭଲ ରହିବ ସେନେଇ ସରକାର ନୂଆ ଉପାୟ ବାହାର କରିଛନ୍ତି । ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ହେଲଥ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଡିଜିଟାଲ୍ ହେଲଥ କାର୍ଡ ମାଧ୍ୟମରେ…

ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ ।  ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ ।  ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ,…