Browsing Tag

school teacher

ସ୍ମାର୍ଟସ୍କୁଲରେ ନାହାନ୍ତି ଶିକ୍ଷକ, ଜାଣନ୍ତୁ କେମିତି ଚାଲିଛି ପାଠପଢ଼ା

ଆଧୁନିକ ଡିଜାଇନରେ ନିର୍ମାଣ କରାଯାଇଛି ସ୍କୁଲ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଗୋଟିଏ ହେଲେ ବି ଶିକ୍ଷକ ନାହାନ୍ତି । ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି କରୁଛନ୍ତି । ପିଲାମାନେ କିଭଳି ଭଲ ଭାବେ ଶିକ୍ଷା ଲାଭ କରିପାରିବେ ସେଥିପାଇଁ ବଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି ।…

ମୁଜ୍ଜାଫରପୁର ଚାପୁଡା କାଣ୍ଡ: ବନ୍ଦ ହେବ ଘରୋଇ ସ୍କୁଲ, ପିଲାଙ୍କୁ ଅନ୍ୟ ସ୍କୁଲରେ କରାଯିବ ଆଡମିଶନ

ଉତ୍ତରପ୍ରଦେଶ ମୁଜ୍ଜାଫରପୁରର ଏକ ଘରୋଇ ସ୍କୁଲରେ ମୁସଲିମ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲ ବନ୍ଦ କରିବା ନେଇ ଆଦେଶ ଜାରି କରାଯାଇଛି । ଏହାଛଡା ନେହା ପବ୍ଲିକ ସ୍କୁଲର ଶିକ୍ଷା ବିଭାଗ ଦ୍ୱାରା ଜବାବ ମଗାଯାଇଛି ।…

ମୁସଲିମ୍‌ ବୋଲି…..ପଣିକିଆ ନ ଆସିବାରୁ ଛାତ୍ରଙ୍କୁ ସବୁପିଲାଙ୍କ ଠାରୁ ମାଡ ଖୁଆଇଲେ ଶିକ୍ଷୟିତ୍ରୀ

ଉତ୍ତରପ୍ରଦେଶ ମୁଜ୍ଜାଫରପୁରରେ ଏକ ଘରୋଇ ସ୍କୁଲର ଶିକ୍ଷକଙ୍କ ଭିଡିଓ ଭାଇରଲ ହେଉଛି । ଯେଉଁ ଭିଡିଓରେ ଶିକ୍ଷୟିତ୍ରୀ ଜଣକ କ୍ଲାସର ଜଣେ ପିଲାଙ୍କୁ ଅନ୍ୟ ପିଲାଙ୍କ ଦ୍ୱାରା ଚାପୁଡା ଖୁଆଇଛନ୍ତି । ମାଡ ଖାଉଥିବା ଛାତ୍ର ଜଣକ ମୁସଲମାନ ବୋଲି ଜଣାପଡିଛି । ଆଉ ତାଙ୍କୁ କ୍ଲାସର ଅନ୍ୟ ଛାତ୍ର ପିଲାକୁ…

ନୋଏଡା: କଥା ନ ମାନିବାରୁ ମୁଣ୍ଡକୁ ଉଠିଲା ଶିକ୍ଷୟିତ୍ରୀଙ୍କ ରାଗ, କାଟିଦେଲେ ୧୨ ଛାତ୍ରଙ୍କ ଚୁଟି

ଉତ୍ତର ପ୍ରଦେଶର ନୋଏଡାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ନାମୀ ସ୍କୁଲର ଶିକ୍ଷୟିତ୍ରୀ ୧୨ ଜଣ ଛାତ୍ରଙ୍କ ଚୁଟି କାଟି ଦେଇଛନ୍ତି। ଯେତେବେଳେ ଛାତ୍ରମାନଙ୍କ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସମସ୍ତେ ପୋଲିସ ନିକଟରେ ପହଞ୍ଚିଥିଲେ। ଏହି ଘଟଣାରେ ବିଦ୍ୟାଳୟ…

କ୍ଲାସ୍‌ରେ ଶିକ୍ଷକ LCDରେ ଦେଖାଇଲେ ପର୍ଣ୍ଣ, ଭିଡିଓ ଚଲାଇ ଛାତ୍ରୀଙ୍କ ସାମ୍ନାରେ କଲେ ଅଶ୍ଳୀଳ ହରକତ

ଜଣେ ଶିକ୍ଷକର ପେସା ବହୁତ ମୂଲ୍ୟବାନ ହୋଇଥାଏ, କିନ୍ତୁ ଅନେକ ବାର ଏମିତି କିଛି ଶିକ୍ଷକ ସାମ୍ନାକୁ ଆସନ୍ତି, ଯେଉଁମାନେ ନିଜର ଘୃଣ୍ୟ ହରକତ ଯୋଗୁ ଏହି ପେସାକୁ ମଧ୍ୟ ବଦନାମ୍‌ କରିଦିଅନ୍ତି। ଏମିତି ହିଁ ଏକ ମାମଲା ପଞ୍ଜାବରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଶ୍ରେଣୀଗୃହରେ…

ଭାଇରାଲ ହେଲା ଫଟୋ: ସ୍କୁଲ ଶିକ୍ଷୟିତ୍ରୀ ପାଠକୁ ଆହୁରି ମଜାଦାର କରିବା ପାଇଁ ପିନ୍ଧିଲେ ‘ମାନବ ଶରୀର ଗଠନ’ ବଡିସୁଟ୍‌,…

ଏକ ସ୍ପେନିଶ୍‌ ସ୍କୁଲର ଜଣେ ୪୩ ବର୍ଷୀୟା ଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ଶ୍ରେଣୀ ଗୃହରେ ପଶି ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି। ତାଙ୍କର ଏଭଳି ଶିକ୍ଷାଦାନ ଶୈଳୀ ଦେଖି ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଶିକ୍ଷୟିତ୍ରୀ ହେଲେ ବେରୋନିକା ଡ୍ୟୁକ୍‌। ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ୧୫ ବର୍ଷର…

ବାଲେଶ୍ୱର: ସ୍କୁଲରେ ଛାତ୍ରକୁ ଛାଡି ପକାଇ ଦେଲେ ତାଲା, ଏବେ ଚାକିରି ଗଲା

ବାଲେଶ୍ୱର (କେନ୍ୟୁଜ୍): ସହର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାକୁ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ର ନିଲମ୍ବିତ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସଦର ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।…

ପୁଣି ଲଜ୍ଜା, ପ୍ରଧାନଶିକ୍ଷକ ଜଙ୍ଗଲରେ କଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କୁଚିଣ୍ଡାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍ମର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଛାତ୍ରୀ ଜଣକ ବସଷ୍ଟାଣ୍ଡରୁ କଲେଜକୁ ଯାଉଥିବା ବେଳେ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଖର୍ସେଲ କଲେଜରେ ଛାଡ଼ିଦେବାକୁ କହିଥିଲେ।…