Browsing Tag

school

ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ, ୬ରୁ ସାଢ଼େ ୧୦ଟା ଯାଏଁ ରହିବ ଖୋଲା

ସମ୍ୱଲପୁର (କେନ୍ୟୁଜ): ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ । ସେହିପରି ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା…

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର, ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ

ଜଳେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ମିଳୁଛି ପ୍ରଶ୍ନପତ୍ର ଓ ଉତ୍ତର । ବହି ପଢିବା ବଦଳରେ ୟୁଟ୍ୟୁବରୁ ପଢି ପରୀକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛତ୍ରୀମାନଙ୍କର ବାର୍ଷୀକ ପରୀକ୍ଷା ଚାଲିଛି । ଆଉ ସମସ୍ତ…

ଶିଶୁକୁ ୬ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ

ନୂଆଦିଲ୍ଲୀ : ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯ ଅନୁଯାୟୀ ଶିଶୁଙ୍କ ସ୍କୁଲରେ ନାମଲେଖା ବୟସ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ…

ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା (କେନ୍ୟୁଜ): ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମନକରପୁର ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗିଥିବା ସୂଚନା ରହିଛି। ରୋଷେଇ ଘରେ ଥିବା ରୋଷେଇ ସାମଗ୍ରୀ ଜଳିଗଲା । କୌଣସି…

ସ୍କୁଲରେ ବୁଲୁଛି ଭୂତ, ଭୟରେ ଛାତ୍ରଛାତ୍ରୀ

ବାସୁଦେବପୁର (କେନ୍ୟୁଜ): ସ୍କୁଲରେ ଭୂତ ଆତଙ୍କ । ଭୟରେ ଛାତ୍ରଛାତ୍ରୀ । କ୍ଲାସରୁମରେ ପାଠ ପଢୁଥିବା ବେଳେ ହଠାତ୍ କାନ୍ଦି ଉଠୁଛନ୍ତି । ପାଠପଢା ଛାଡି ସ୍କୁଲ ପରିସରରେ ଥିବା ବରଗଛ ମୂଳକୁ ଛୋଟେଇ ଛୋଟେଇ ଚାଲି ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ…

ଆଫଗାନିସ୍ତାନରେ ୮୦ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇ ଆକ୍ରମଣ

(କେନ୍ୟୁଜ ବ୍ୟୁରୋ): ଆଫଗାନିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର ଅଞ୍ଚଳରେ ଅବସ୍ଥିତ ସର-ଏ-ପୁଲ ପ୍ରାନ୍ତରେ ଏଭଳି ଘଟଣା ଘଟିଛି । ଶିକ୍ଷାର ପ୍ରାନ୍ତ ବିଭାଗ ନିର୍ଦ୍ଦେଶକ ମୋହମ୍ମଦ ରହମାନୀ ଏହି ଘଟଣା…

ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷାକ୍ତ ସାପ, ଅସୁସ୍ଥ ହେଲେ ଅନେକ ଛାତ୍ରଛାତ୍ରୀ

(କେନ୍ୟୁଜ ବ୍ୟୁରୋ): ବିହାରର ଏକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରୁ ବିଷାକ୍ତ ସାପ ବାହାରିଛି । ଫଳରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଫାରବିସଗଞ୍ଜର ଅମୌନାରେ ହୋଇଥିବା ଏଭଳି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ…

ବ୍ୟାଗରେ ବନ୍ଧୁକ ଏବଂ ଲଞ୍ଚ୍‌ ବକ୍ସରେ ଗୋଳା ବାରୁଦ ଧରି ସ୍କୁଲରେ ପହଞ୍ଚିଲେ ୧୫ ବର୍ଷିୟ ଛାତ୍ର

(କେନ୍ୟୁଜ ବ୍ୟୁରୋ): ଛାତ୍ରଛାତ୍ରୀମାନେ ସାଧାରଣତଃ ବ୍ୟାଗରେ ବହି ଖାତା ଧରି ସ୍କୁଲ ଆସିଥାନ୍ତି । ବିଦ୍ୟାଳୟରେ ସାଙ୍ଗସାଥୀମାନଙ୍କ ସହ ପାଠ ପଢନ୍ତି ଏବଂ ସାଙ୍ଗରେ ଆଣିଥିବା ଟିଫିନକୁ ଅନ୍ୟ ମାନଙ୍କୁ ବାଣ୍ଟି ଖାଇଥାନ୍ତି । କିନ୍ତୁ ଜଣେ ଛାତ୍ର ନିଜ ବ୍ୟାଗରେ ବନ୍ଧୁକ ଧରି ସ୍କୁଲ ଆସିଥିବା ଜଣା…

ଅସହ୍ୟ ହେଲାଣି ତାତି, ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ସ୍କୁଲ ଓ ଗଣିଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସକାଳ ୭ଟାରୁ ୧୧ଟା ୩୦ ଯାଏ ଚାଲିବ ପାଠପଢ଼ା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଜିଲ୍ଲାପାଳମାନେ…

ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ପରୀକ୍ଷା ପୂର୍ବରୁ ଆସିଲାନି ପ୍ରଶ୍ନପତ୍ର। ଶ୍ରେଣୀରେ କଳାପଟା ନାହିଁ। ଶେଷରେ ଶ୍ରେଣୀ କବାଟରେ ଚକରେ ଲେଖାଗଲା ପ୍ରଶ୍ନ। ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ସ୍ଥିତ…

ବ୍ରାଜିଲ ସ୍କୁଲରେ ଗୁଳିକାଣ୍ଡ : ୩ ମୃତ, ୧୧ ଆହତ

ନୂଆଦିଲ୍ଲୀ : ସକାଳୁ ସକାଳୁ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଟି ସ୍କୁଲର ଗୁଳି ବିନିମୟ ହୋଇଛି। ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବୁଲେଟପ୍ରୁଫ୍ ପୋଷାକ ପିନ୍ଧିଥିବା ଜଣେ ସୁଟର ଦକ୍ଷିଣ ପୂର୍ବ ବ୍ରାଜିଲର…

ଅଜବ ଘଟଣା : ସ୍କୁଲରେ ପିଲାଙ୍କ ସହ ପାଠ ପଢୁଛି ମାଙ୍କଡ, ଶିକ୍ଷକ ପାଠ ପଢାଇଲା ବେଳେ କରୁଛି ଏମିତି କାମ

ପୁଣି ଥରେ ଚର୍ଚ୍ଚାକୁ ଆସିଛି ହଜାରୀବାଗ ଜିଲ୍ଲାର ଚୌପାରଣ ପ୍ରଖଣ୍ଡ । କିନ୍ତୁ ଏଥର ଘଟିଛି ଅଜବ ଘଟଣା ସେ ପୁଣି ମାଙ୍କଡ଼କୁ ନେଇ । ଝାଡଖଣ୍ଡ-ବିହାର ସୀମାର ମୁଖ୍ୟାଳୟରୁ ପ୍ରାୟ ୧୩ କି.ମି ଦୂରରେ ଅବସ୍ଥିତ ଦନୁଆ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଘଟଣା । ଯେଉଁଠାରେ ଗତ କିଛି ଦିନ…