Honda EM1 e : ହୋଣ୍ଡା ଦେଖାଇଲା ଏହାର ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ବ୍ୟାଟେରୀକୁ ଗାଡିରୁ କାଢି କୌଣସି ସ୍ଥାନରେ…
ଯଦି ଆପଣ କୌଣସି ନୂଆ ଗାଡ଼ି କିଣିବାକୁ ଇଚ୍ଛା କରୁଛନ୍ତି। ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ହୋଣ୍ଡା ଏହାର ଇଲେକ୍ଟ୍ରିକ୍ ସ୍କୁଟର EM1 କୁ EICMA ୨୦୨୨ ରେ ପରିଚିତ କରାଇଛି। କମ୍ପାନୀ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ୨୦୨୩ ମଝିରେ ଲଞ୍ଚ କରିପାରିବ। ନିକଟରେ ହୋଣ୍ଡା ଭାରତରେ ଏହାର…