Yamaha ଲଞ୍ଚ କଲା ନୂଆ ସ୍କୁଟର, ରହିଛି ବଢ଼ିଆ ଫିଚର୍ସ
Yamaha ଭାରତରେ Aerox 155ର ନୂଆ Monster Energy MotoGP ଏଡିସନ୍ ଲଞ୍ଚ କରିଛି । ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧,୪୮,୩୦୦ ଟଙ୍କା ରଖାଯାଇଛି । ଏହି ମ୍ୟାକ୍ସି ସ୍କୁଟରର MotoGP ଏଡିସନ୍ ଲଞ୍ଚ କରିବା ପୂର୍ବରୁ କମ୍ପାନୀ R15M, MT-15 ଏବଂ Ray ZR 125ର MotoGP ଏଡିସନ୍ ମଧ୍ୟ ଲଞ୍ଚ…