ରାସ୍ତା ଉପରେ ଜଳିଗଲା ସ୍କୁଟି, ଅଳ୍ପକେ ରକ୍ଷା ପାଇଗଲେ ମା ଓ ଝିଅ
ପିପିଲି (କେନ୍ୟୁଜ୍) : ରାସ୍ତା ଉପରେ ଯାଉ ଯାଉ ସ୍କୁଟିରେ ଲାଗିଗଲା ନିଆଁ । ପୁରୀ ଜ଼ିଲ୍ଲା ପିପିଲି ଲଷ୍ମୀ ନାରାୟଣପୁର ଗାଁରେ ଏହି ଘଟଣା ଘଟିଛି । ଏହି ଗାଁର ବିଜୟ ଜେନାଙ୍କ ସ୍ତ୍ରୀ ରିଙ୍କି ନିଜ ବ୍ୟାଟେରୀ ଚାଳିତ ସ୍କୁଟିରେ ଝିଅକୁ ନେଇ ଘରକୁ ଫେରୁଥିଲେ । ଏତିକି ବେଳେ ସଙ୍ଗଳେଇ-ବାରମାଣ…