ମରାମତି ବେଳେ ଗ୍ୟାରେଜ୍ରେ ଜଳିଗଲା ସ୍କୁଟି, ନିଆଁ ଲିଭିଲା ବେଳକୁ ସବୁ ଭସ୍ମ
କୋରାପୁଟ (କେନ୍ୟୁଜ୍) : ଗ୍ୟାରେଜକୁ ମରାମତି ପାଇଁ ଆସିଥିଲା ଗୋଟିଏ ସ୍କୁଟି । କାମ ଚାଲିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଗଲା । ଗ୍ୟାରେଜ କର୍ମଚାରୀମାନେ ପାଣି ଓ ବାଲି ପକାଇ ନିଆଁ ଲିଭାଇବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ । ହେଲେ ଏହାକୁ ରକ୍ଷା କରି ପାରିଲେ ନାହିଁ ।
କୋରାପୁଟ…