Browsing Tag

sea plane

ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ, ୩ ଗୁରୁତର, ୩ ନିଖୋଜ

ଅଷ୍ଟ୍ରେଲିଆରେ କ୍ରାସ୍ ହେଲା ସାମୁଦ୍ରିକ ବିମାନ । ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଅଛନ୍ତି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍…

ଚିଲିକା ଉପରେ ଧଳା ରଙ୍ଗର ହେଲିକପ୍ଟର କାହିଁକି ଏବଂ କାହାର ଉଡିଲା ? ଏବେ ତଦନ୍ତ ହେଉଛି

ଚିଲିକା(କେନ୍ଯୁଜ୍) : ଚିଲିକା ଉପରେ ସି ପ୍ଲେନ ନୁହଁ ଉଡିଥିଲା ଧଳା ରଙ୍ଗର ହେଲିକପ୍ଟର। ଏହାକୁ ନେଇ ପୁରୀ ଜିଲ୍ଲା ଅରଖକୁଦା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି। ବେଆଇନ ଉଡଣା ଯୋଗୁଁ ପରିବେଶ କ୍ଷତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଚିଲିକା ନୋ ପ୍ଲାଇଂ ଇକୋ ସେନସିଟିଭ୍‌ ଜୋନରେ ଆସୁଛି।…

ଚିଲିକାରୁ ଉଡ଼ିବନି ସି-ପ୍ଲେନ୍‌ ହେବନି ଓ୍ଵାଟର୍‌ ଏରୋଡ୍ରମ୍‌

ଚିଲିକା (କେନ୍ୟୁଜ୍) : ଉଡ଼ିବନି ସି-ପ୍ଲେନ୍ । ହେବନି ୱାଟର ଏରୋଡ୍ରମ୍ । ଏନେଇ ପ୍ରସ୍ତାବକୁ ଏୟାରପୋର୍ଟ ଅଥରିଟି ଅଫ୍-ଏଏଆଇ ପ୍ରତ୍ୟାହାର କରିନେଇଛି । ଏବାବଦରେ ଓଡ଼ିଶା ସରକାରଙ୍କୁ ଏଏଆଇ ଚିଠି ଲେଖି ଜଣାଇଛି । ଚିଲିକାରେ ପ୍ରସ୍ତାବିତ ସି-ଏରୋଡ୍ରମକୁ ନେଇ ବିବାଦ ଦେଖାଦେଇଥିଲା । କେନ୍ଦ୍ର…

ଚିଲିକାରେ ସି-ଏରୋଡ୍ରମକୁ ସିଡିଏର ନା

ଚିଲିକା (କେନ୍ଯୁଜ୍) : ଓ୍ଵାଟର୍ ଏରୋଡ୍ରମ୍ ଓ ସି-ପ୍ଲେନ ଚଳାଚଳ କଲେ କଣ ପଡ଼ିବ ପ୍ରଭାବ ? କିଏ ଓ କେତେ ମାତ୍ରାରେ ପ୍ରଭାବିତ ହେବେ ? ମତ ରଖିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡିଏ । ଏୟାର ଏରୋଡ୍ରମକୁ ନାଁ କରିଛି । ୫ଟି କାରଣ ଦର୍ଶାଇଛି ସିଡିଏ । ଯେଉଁଥିରେ ଉଲ୍ଲେଖ ରହିଛି,…

ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍ : ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର(କେନ୍ୟୁଜ୍): ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ…

ଭୁବନେଶ୍ୱରରୁ ହୀରାକୁଦକୁ ଆରମ୍ଭ ହେବ ସି-ପ୍ଲେନ୍ ସେବା

ସମ୍ବଲପୁର: ଖୁବଶୀଘ୍ର ଆରମ୍ଭ ହୋଇପାରେ ହୀରାକୁଦ ଜଳଭଣ୍ଡାରରେ ସି-ପ୍ଲେନ୍ ସେବା। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିଳ ଜଳ ରାଶିରେ ଅବତରଣ କରିବ ଏହି ସେବା। ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କଲେ, ଭୁବନେଶ୍ୱରରୁ ହୀରାକୁଦକୁ ସି-ପ୍ଲେନ୍ ସେବା ଆରମ୍ଭ ହେବ। ଏଥିପାଇଁ…