Browsing Tag

sea wave

ଗଞ୍ଜାମ ଚିକିଟି ବ୍ଳକ ରାମେୟାପାଟଣାରେ କୂଳ ଲଙ୍ଘୁଛି ସମୁଦ୍ର, ଭୟ ଓ ଚିନ୍ତାରେ ଦିନ କାଟୁଛନ୍ତି ଗ୍ରାମବାସୀ

ଗଞ୍ଜାମ ଚିକିଟି ବ୍ଳକର ରାମେୟାପାଟେଣାରେ ସମୁଦ୍ର କୂଳ ଲଙ୍ଘୁଛି । ପ୍ରତିବର୍ଷ ଏ ପ୍ରକାର ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ ଏହାର ପ୍ରଭାବ ଟିକେ ଅଧିକ ରହିଛି । ଏନେଇ ସମୁଦ୍ରର ଆଁ ଭିତରେ ଅନେକ ଥର ଲୀନ ହୋଇଯାଇଛି । ଏନେଇ ଗ୍ରାମବାସୀ ଏବେ ଭୟ ଓ ଚିନ୍ତାରେ ଦିନ କାଟୁଛନ୍ତି ।…